ବିଜେପି କାର୍ଯ୍ୟକର୍ତ୍ତା ଦେବକାନ୍ତ ରଣଭୁଇଁଶାଙ୍କ ବିୟୋଗରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୋକ ପ୍ରକାଶ
ଭୁବନେଶ୍ୱର, 30 ଅକ୍ଟୋବର (ହି.ସ.)- ବିଜେପି କାର୍ଯ୍ୟକର୍ତ୍ତା ଦେବକାନ୍ତ ରଣଭୁଇଁଶାଙ୍କ ବିୟୋଗରେ ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରିଛନ୍ତି । ଏକ୍ସ ହ୍ୟାଣ୍ଡେଲରେ ଜାରି ଏକ ଶୋକ ବାର୍ତ୍ତାରେ ସେ କହିଛନ୍ତି ଯେ, ଆଠମଲ୍ଲିକ ଲୁଣହାଣ୍ଡି ପଞ୍ଚାୟତର ସମିତି ସଭ୍ୟ ତଥା
ଧର୍ମେନ୍ଦ୍ର ପ୍ରଧାନ


ଭୁବନେଶ୍ୱର, 30 ଅକ୍ଟୋବର (ହି.ସ.)- ବିଜେପି କାର୍ଯ୍ୟକର୍ତ୍ତା

ଦେବକାନ୍ତ ରଣଭୁଇଁଶାଙ୍କ ବିୟୋଗରେ ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରିଛନ୍ତି ।

ଏକ୍ସ ହ୍ୟାଣ୍ଡେଲରେ ଜାରି

ଏକ ଶୋକ ବାର୍ତ୍ତାରେ ସେ କହିଛନ୍ତି ଯେ, ଆଠମଲ୍ଲିକ ଲୁଣହାଣ୍ଡି ପଞ୍ଚାୟତର ସମିତି ସଭ୍ୟ ତଥା

ଆମ ଦଳର କାର୍ଯ୍ୟକର୍ତ୍ତା ଦେବକାନ୍ତ ରଣଭୁଇଁଶାଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ

। ଜନପ୍ରତିନିଧି ଭାବରେ ତାଙ୍କର କାର୍ଯ୍ୟ ଚିର ସ୍ମରଣୀୟ ହୋଇରହିବ । ଅମର ଆତ୍ମାର ସଦଗତି କାମନା

କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande