
ଭୁବନେଶ୍ୱର, 30 ଅକ୍ଟୋବର (ହି.ସ.)- ଜି. ଉଦୟଗିରି
ଅଗ୍ନିଶମ ବାହିନୀ ଦ୍ୱାରା ବୋଲିଙ୍ଗିଆଠାରେ ଭୂସ୍ଖଳନ ସ୍ଥଳରୁ ମୋଟ ୨୭ ଜଣ ଲୋକଙ୍କୁ ସୁରକ୍ଷିତ
ଭାବେ ଉଦ୍ଧାର କରାଯାଇଛି। ଏଥିରେ ୮ଜଣ ପୁରୁଷ, 14ଜଣ ମହିଳା (ଜଣେ ଗର୍ଭବତୀ), 5ଜଣ ଶିଶୁ ଅଛନ୍ତି
। ସମସ୍ତଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା