
ଭୁବନେଶ୍ୱର,୩୧ ଅକ୍ଟୋବର (ହି.ସ.) - ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ପୌରାଣିକ କୀର୍ତିରାଜି ପାଇଁ ପ୍ରସିଦ୍ଧ ମାହେନ୍ଦ୍ରଗିରି ପୀଠକୁ ସଂଯୋଗ କରୁଥିବା ବୁରଖାଟ ରାସ୍ତା ପୁଣିଥରେ ଯାନବାହନ ଚଳାଚଳ ପାଇଁ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି। ପ୍ରବଳ ବର୍ଷା ଯୋଗୁଁ ରାସ୍ତା ଉପରେ ପଥର ଓ ମାଟି ଖସିପଡ଼ି ଯାତାୟାତ ବାଧାପ୍ରାପ୍ତ ହୋଇଥିଲେ ହେଁ, ପ୍ରଶାସନ ଓ ସମ୍ପୃକ୍ତ ବିଭାଗର ଦ୍ରୁତ ପଦକ୍ଷେପ ଯୋଗୁଁ ତୁରନ୍ତ ସ୍ଥିତି ନିୟନ୍ତ୍ରଣକୁ ଅଣାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା