କେନ୍ଦ୍ରମନ୍ତ୍ରୀ ଚିରାଗ ପାଶୱାନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ କେଭି ସିଂହଦେଓ
ଭୁବନେଶ୍ୱର-, 31 ଅକ୍ଟୋବର (ହି.ସ.) କେନ୍ଦ୍ରମନ୍ତ୍ରୀ ଚିରାଗ ପାଶୱାନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । ଏନେଇ ସୋସିଆଲ ମିଡିଆ ଏକ୍ସରେ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ, କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରୀ
କେନ୍ଦ୍ରମନ୍ତ୍ରୀ ଚିରାଗ     ପାଶୱାନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ କେଭି ସିଂହଦେଓ


ଭୁବନେଶ୍ୱର-, 31 ଅକ୍ଟୋବର (ହି.ସ.) କେନ୍ଦ୍ରମନ୍ତ୍ରୀ

ଚିରାଗ ପାଶୱାନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ । ଏନେଇ

ସୋସିଆଲ ମିଡିଆ ଏକ୍ସରେ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ, କେନ୍ଦ୍ର ଖାଦ୍ୟ

ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରୀ ଶ୍ରୀ ଚିରାଗ ପାସୱାନ ଜୀଙ୍କୁ ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।

ସେ କହିଛନ୍ତି ଯେ, ପ୍ରଭୁଙ୍କ

ନିକଟରେ କାମନା କରୁଛି, ଆଗାମୀ ବର୍ଷଟି

ତାଙ୍କ ଜୀବନରେ ନୂତନ ସଫଳତାର ମାଇଲଖୁଣ୍ଟ, ଉତ୍ତମ ସ୍ୱାସ୍ଥ୍ୟ ଓ ଅପାର

ସୁଖ ଓ ସମୃଦ୍ଧି ଆଣିଦେଉ। ଜନସେବା ଓ ରାଷ୍ଟ୍ର ନିର୍ମାଣର ମହାନ ଯାତ୍ରାରେ ସେ ଏହିପରି ନିରନ୍ତର

ଆଗକୁ ବଢ଼ି ଚାଲନ୍ତୁ, ଏହା ହିଁ ମୋର

ଶୁଭକାମନା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande