ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କଲେ ବିରୋଧୀ ଦଳ ନେତା
ଭୁବନେଶ୍ୱର, 31 ଅକ୍ଟୋବର (ହି.ସ.)- ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏନେଇ ସୋସିଆଲ ମିଡିଆ ଏକ୍ସରେ ନବୀନ କହିଛନ୍ତି ଯେ, ଭାରତର ଲୌହମାନବ ଭାବେ ସୁପରିଚିତ ସର୍ଦ୍ଦାର ବଲ୍ଲଭଭା
ସର୍ଦ୍ଦାର ବଲ୍ଲଭଭାଇ     ପଟେଲଙ୍କ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କଲେ ବିରୋଧୀ ଦଳ ନେତା


ଭୁବନେଶ୍ୱର, 31 ଅକ୍ଟୋବର (ହି.ସ.)- ସର୍ଦ୍ଦାର

ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ବିରୋଧୀ ଦଳ ନେତା

ନବୀନ ପଟ୍ଟନାୟକ । ଏନେଇ ସୋସିଆଲ ମିଡିଆ ଏକ୍ସରେ ନବୀନ କହିଛନ୍ତି ଯେ, ଭାରତର ଲୌହମାନବ ଭାବେ

ସୁପରିଚିତ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ତାଙ୍କ ପ୍ରତି ମୋର ଶ୍ରଦ୍ଧାପୂର୍ଣ୍ଣ

ଶ୍ରଦ୍ଧାଞ୍ଜଳି।ଭାରତର ସ୍ୱାଧୀନତା ସଂଗ୍ରାମ

ପ୍ରତି ତାଙ୍କର ଅତୁଟ ସମର୍ପଣ, ଦେଶର ଏକତ୍ରୀକରଣରେ ତାଙ୍କର ଅସାଧାରଣ ନେତୃତ୍ୱ ଏବଂ ଏକ ସଶକ୍ତ ଭାରତ ଗଠନର ସ୍ୱପ୍ନ ସର୍ବଦା ଆମକୁ ପ୍ରେରଣା ଯୋଗାଇ ଚାଲିବ। ତାଙ୍କର ମହାନ ଜୀବନ, ଆଦର୍ଶ ଓ ଚିନ୍ତାଧାରା ଆମ ସମସ୍ତଙ୍କୁ ସଦାସର୍ବଦା ମାର୍ଗଦର୍ଶନ କରୁଥିବ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande