ହିରୋ ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ପଞ୍ଜାବ ୨୦୨୬ରେ ସେମିଫାଇନାଲରେ ପ୍ରବେଶ କରିଥିବା ଭାରତୀୟ ହକି ଟିମକୁ ନବୀନଙ୍କ ଶୁଭେଚ୍ଛା
ଭୁବନେଶ୍ୱର, 31 ଅକ୍ଟୋବର (ହି.ସ.)- ହିରୋ ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ପଞ୍ଜାବ ୨୦୨୬ରେ ସେମିଫାଇନାଲରେ ପ୍ରବେଶ କରିଥିବା ଭାରତୀୟ ହକି ଟିମକୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି । ଏକ୍ସ ହ୍ୟାଣ୍ଡେଲରେ ଏକ ବାର୍ତ୍ତା ଜାରି କରି ସେ କହିଛନ୍ତି ଯ
ହିରୋ ଏସିଆନ୍ ଚାମ୍ପିଅନ୍ସ     ଟ୍ରଫି ପଞ୍ଜାବ ୨୦୨୬ରେ ସେମିଫାଇନାଲରେ ପ୍ରବେଶ କରିଥିବା ଭାରତୀୟ ହକି ଟିମକୁ ନବୀନଙ୍କ     ଶୁଭେଚ୍ଛା


ଭୁବନେଶ୍ୱର, 31 ଅକ୍ଟୋବର (ହି.ସ.)- ହିରୋ ଏସିଆନ୍

ଚାମ୍ପିଅନ୍ସ ଟ୍ରଫି ପଞ୍ଜାବ ୨୦୨୬ରେ ସେମିଫାଇନାଲରେ ପ୍ରବେଶ କରିଥିବା ଭାରତୀୟ ହକି ଟିମକୁ

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି । ଏକ୍ସ ହ୍ୟାଣ୍ଡେଲରେ ଏକ ବାର୍ତ୍ତା

ଜାରି କରି ସେ କହିଛନ୍ତି ଯେ, ହିରୋ ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ପଞ୍ଜାବ ୨୦୨୬ରେ ଜାପାନକୁ

ପରାସ୍ତ କରି ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା ଭାରତୀୟ ପୁରୁଷ ହକି ଦଳକୁ ହାର୍ଦ୍ଦିକ

ଅଭିନନ୍ଦନ ଓ ଶୁଭେଚ୍ଛା।ଆଶା କରୁଛି, ଆମ ଦଳ ଏହି ବିଜୟଧାରାକୁ ବଜାୟ ରଖି ଆଗକୁ ବଢ଼ିବା ସହ ପୋଡିୟମ୍ରେ ସ୍ଥାନ ହାସଲ କରିବ।ଅବଶିଷ୍ଟ ମ୍ୟାଚ୍ଗୁଡ଼ିକ

ପାଇଁ ସମଗ୍ର ଦଳକୁ ମୋର ଅଶେଷ ଶୁଭକାମନା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande