ଚୁଡାପଳିରେ ଓଡ଼ିଶା ବନ୍ଦ ପାଳନ ସଫଳ
ବଲାଙ୍ଗିର, ୮ ଅକ୍ଟୋବର (ହି.ସ.)- ଚୁଡାପଳି ଠାରେ ଓଡ଼ିଶା ବନ୍ଦ ପାଳନ ଶାନ୍ତିପୂର୍ଣ୍ଣ ସହିତ ସଫଳ ହୋଇଛି। ଚାରି ଦଫା ଦାବୀରେ ଓଡ଼ଶା ବନ୍ଦ ପାଳନକୁ ସ୍ୱତଃ ସ୍ପୂର୍ତ ସମର୍ଥନ ମିଳିଛି। ଜିଲ୍ଲା ସାଧାରଣ ସମ୍ପାଦକ ପଙ୍କଜ କୁମାର ମାଲଙ୍କ ନେତୃତ୍ୱରେ ବରିଷ୍ଠ କଂଗ୍ରେସ ନେତା ଲୋକନାଥ କୁମୁରା, ଜୋନ୍ ସଭା
ଓଡ଼ିଶା ବନ୍ଦ ପଳାନ ଚୁଡାପଳି ଠାରେ ଶାନ୍ତିପୂର୍ଣ୍ଣ ସଫଳ


ଓଡ଼ିଶା ବନ୍ଦ ପଳାନ ଚୁଡାପଳି ଠାରେ ଶାନ୍ତିପୂର୍ଣ୍ଣ ସଫଳ


ବଲାଙ୍ଗିର, ୮ ଅକ୍ଟୋବର (ହି.ସ.)- ଚୁଡାପଳି ଠାରେ ଓଡ଼ିଶା ବନ୍ଦ ପାଳନ ଶାନ୍ତିପୂର୍ଣ୍ଣ ସହିତ ସଫଳ ହୋଇଛି। ଚାରି ଦଫା ଦାବୀରେ ଓଡ଼ଶା ବନ୍ଦ ପାଳନକୁ ସ୍ୱତଃ ସ୍ପୂର୍ତ ସମର୍ଥନ ମିଳିଛି।

ଜିଲ୍ଲା ସାଧାରଣ ସମ୍ପାଦକ ପଙ୍କଜ କୁମାର ମାଲଙ୍କ ନେତୃତ୍ୱରେ ବରିଷ୍ଠ କଂଗ୍ରେସ ନେତା ଲୋକନାଥ କୁମୁରା, ଜୋନ୍ ସଭାପତି ବିଜୟ କୁମାର ନାହାକ, ସନ୍ତୋଷ ସାହୁ, ରାଜୁ ଦୀପ, ସୁଶୀଲ ବେହେରା, ବ୍ୟାସଦେବ ଥାନପତି, ଅକ୍ଷୟ ତାଣ୍ଡି, ବନ୍ ଦୀପ, ଧନେଶ୍ୱର ଦୀପ, ଦିଲୀପ ବଢ଼େଇ, ଚୈତନ୍ୟ ମହାଲିଂ, ଜଗତ ବାବୁ, ଯୋଗୀନ୍ଦ୍ର ତାଣ୍ଡି ପ୍ରମୁଖ ବନ୍ଦ ପାଳନରେ ଅଂଶଗ୍ରହଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande