
ଭଦ୍ରକ, ୮ ଅକ୍ଟୋବର (ହି.ସ.) - ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି), ଭଦ୍ରକ ପକ୍ଷରୁ ଆସନ୍ତା ଛାତ୍ର ସଂସଦ ନିର୍ବାଚନ ପାଇଁ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ବିଭିନ୍ନ ପଦବୀ ନିମେନ୍ତ ବିଧିବଦ୍ଧ ଭୋବ ପ୍ରାର୍ଥୀ ଘୋଷଣା କରାଯାଇଛି। ଆଜି ସନ୍ଧ୍ୟୋର ଭଦ୍ରକର ସୀତାରାମ କଲ୍ୟାଣ ମଣ୍ଡପ ଠୋର ଜିଲା ସେଂଯାଜକ ଓମ୍କାର ମହାନ୍ତିଙ୍କ ଆବାହକତ୍ୱେର ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନେୀର ଏହି ପ୍ରାର୍ଥୀଙ୍କ ତାଲିକା ଘୋଷଣା ହୋଇଛି। ଭଦ୍ରକ କେଲଜ ଛାତ୍ର ସଂସଦ: ସଭାପତି ଭୋବ ମିଲନ ମିଶ୍ର, ଉପ-ସଭାପତି ଆଶେୁତାଷ ନାଥ, ସାଧାରଣ ସମ୍ପାଦକ ଚନ୍ଦନ ମହାପାତ୍ର, ସହ-ସମ୍ପାଦିକା ରାଜଲକ୍ଷ୍ମୀ ଜେନା, ଡ୍ରାମାଟିକ୍ ସୋସାଇଟି : ସମ୍ପାଦିକା ସୁସ୍ମିତା ସାମଲ, ସହ-ସମ୍ପାଦିକା ଦୀପାଳି ସାମଲ, ଛାତ୍ର କମନ୍ ରୁମ୍ : କମନ୍ ରୁମ୍ ସମ୍ପାଦକ ଆକାଶ ପାଢ଼ୀ, କମନ୍ ରୁମ୍ ସହ-ସମ୍ପାଦିକା ଶୁଭଶ୍ରୀ ଦେବାଚ୍ଚର୍ନା, ଆଥେଲଟିକ୍ ଅୋସାସିଏସନ୍ : ସମ୍ପାଦକ ସନାତନ ସେଠୀ, ସହ-ସମ୍ପାଦକ ରୁଦ୍ର ମାଧବ ଦାସ, ଡିଏସଏ ସମ୍ପାଦକ ଶୁଭାଶିଷ ପଣ୍ଡା, ସହ-ସମ୍ପାଦକ ରେିତଶ େବେହରା , ବିଜ୍ଞାନ ସମିତି ସମ୍ପାଦିକା ଲିପ୍ସା ସେଠୀ, ସହ-ସମ୍ପାଦକ ଶୁଭମ୍ କୁମାର ଜେନା, ବାଣିଜ୍ୟ ସମିତି ସମ୍ପାଦକ ରାଧାକାନ୍ତ ଜେନା, ସହ-ସମ୍ପାଦକ ପ୍ରିୟବ୍ରତ ସାହୁ, ଏସଏସଜି ସମ୍ପାଦିକା ସ୍ୱପ୍ନାରାଣୀ ସାହୁ, ସହ-ସମ୍ପାଦକ ବିଭୂତି ମଲ୍ଲିକ। ସେହିଭଳି ଭଦ୍ରକ ମହିଳା ମହାବିଦ୍ୟାଳୟର ଏବିଭିପିର ଛାତ୍ର ସଂସଦ ନିର୍ବାଚନ ପ୍ରାର୍ଥୀ ଘୋଷଣା କରିଛି। ସଭାପତି ଭୋବ ଜିଜ୍ଞାସା ସେନାପତି, ଉପ-ସଭାପତି ତେିଳାତମା ମଲ୍ଲିକ, ସମ୍ପାଦିକା ମଧୁସ୍ମିତା ପୁହାଣ, ସହ-ସମ୍ପାଦିକା ଜ୍ୟୋତ୍ସ୍ନାରାଣୀ ମଲ୍ଲିକ, ଡ୍ରାମାଟିକ୍ ସୋସାଇଟି ସମ୍ପାଦିକା: ପୂର୍ଣ୍ଣିମା ଜେନା, ଡ୍ରାମାଟିକ୍ ସୋସାଇଟି ସହ-ସମ୍ପାଦିକା;: ପ୍ରଜ୍ଞା ମଲ୍ଲିକ, ଆଥେଲଟିକ୍ ସମ୍ପାଦିକା: ଋତୁପ୍ରଭା ବଳ, ଆଥେଲଟିକ୍ ସହ-ସମ୍ପାଦିକା: ପଦ୍ମାବତୀ ମଲ୍ଲିକ, ଗାଲର୍ସ୍ କମନ୍ ରୁମ୍ ସମ୍ପାଦିକା: ଶୁଭସ୍ମିତା ପଣ୍ଡା, ଡିଏସଏ ସମ୍ପାଦିକା:ଶ୍ରାବଣୀ ସେନାପତି, ଡିଏସଏ ସହ-ସମ୍ପାଦିକା:ସାନିଆ ଜେନା, ଏସଏସଜି ସମ୍ପାଦିକା:ସରସ୍ୱତୀ ଦାସ, ଏସଏସଜି ସହ-ସମ୍ପାଦିକାେ:ଦବଯାନୀ ମଲ୍ଲିକ ଓ ସମ୍ପାଦିକା ଭୋବ ସୁଭଦ୍ରା ଜେନା ପ୍ରାର୍ଥିୀ ହୋଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
---------------
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ