ଓଡ଼ିଶା ବନ୍ଦ ଶାନ୍ତିପୂର୍ଣ - ବ୍ରହ୍ମପୁର ପୋଲିସ
ଓଡ଼ିଶା ବନ୍ଦ ଶାନ୍ତିପୂର୍ଣ୍ଣ- ବ୍ରହ୍ମପୁର ପୋଲିସ ଗଞାମ, ୦୮ ଅକ୍ଟୋବର (ହି.ସ.) - ୯ଟି ରାଜନୈତିକ ଦଳ ଡାକରା ଦେଇଥିବା ବନ୍ଦ ଶାନ୍ତିପୂର୍ଣ୍ଣହେଇଛି । ବ୍ରହ୍ମପୁର ପୋଲିସ ଜିଲ୍ଲାରେ ରାଲି, ଶୋଭାଯାତ୍ରା, ପିକେଟିଂ ହୋଇଥିଲେ ବି ଜନଜୀବନ ସ୍ୱାଭାବିକ ଥିଲା। ୪ ପ୍ଲାଟୁନ ଫୋର୍ସ ଓ ଥାନା ଅଧିକାରୀ ମୂତୟନ
ଓଡ଼ିଶା ବନ୍ଦ ଶାନ୍ତିପୂର୍ଣ - ବ୍ରହ୍ମପୁର ପୋଲିସ


ଓଡ଼ିଶା ବନ୍ଦ ଶାନ୍ତିପୂର୍ଣ୍ଣ- ବ୍ରହ୍ମପୁର ପୋଲିସ

ଗଞାମ, ୦୮ ଅକ୍ଟୋବର (ହି.ସ.) - ୯ଟି ରାଜନୈତିକ ଦଳ ଡାକରା ଦେଇଥିବା ବନ୍ଦ ଶାନ୍ତିପୂର୍ଣ୍ଣହେଇଛି । ବ୍ରହ୍ମପୁର ପୋଲିସ ଜିଲ୍ଲାରେ ରାଲି, ଶୋଭାଯାତ୍ରା, ପିକେଟିଂ ହୋଇଥିଲେ ବି ଜନଜୀବନ ସ୍ୱାଭାବିକ ଥିଲା। ୪ ପ୍ଲାଟୁନ ଫୋର୍ସ ଓ ଥାନା ଅଧିକାରୀ ମୂତୟନ ହୋଇଥିଲେ। ସହଯୋଗ ପାଇଁ ଜନସାଧାରଣଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି ବ୍ରହ୍ମପୁର ପୁଲିସ ଏସପି।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande