ଫେରାର ଅଭିଯୁକ୍ତ ମହିଳା ଗିରଫ
ଗଞ୍ଜାମ, ୦୮ ଅକ୍ଟୋବର(ହି.ସ.) – ସାତପଣ୍ଡିଆରେ ପୁରୁଣା ଶତ୍ରୁତାରୁ ଶିବ ନାୟକ, ପ୍ରକାଶ ନାୟକ ଓ ମା'' ବସନ୍ତୀ ନାୟକ ମିଶି ନିବେଦିତା ନାୟକଙ୍କ ସ୍ୱାମୀଙ୍କୁ ଲୁହା ବୋଲାରେ ଆକ୍ରମଣକରି ମୁଣ୍ଡ-ପିଠିରେ ରକ୍ତାକ୍ତ ଆହତ କରିଥିଲେ। ସଦର ଥାନା କେସ ୫୭୩/୦୯.୦୯.୨୬ମାମଲା ରୁଜୁ ହୋଇଛି। ଦୁଇ ଅଭିଯୁକ୍ତ ୧୧.
Qeryuui


ଗଞ୍ଜାମ, ୦୮ ଅକ୍ଟୋବର(ହି.ସ.) – ସାତପଣ୍ଡିଆରେ ପୁରୁଣା ଶତ୍ରୁତାରୁ ଶିବ ନାୟକ, ପ୍ରକାଶ ନାୟକ ଓ ମା' ବସନ୍ତୀ ନାୟକ ମିଶି ନିବେଦିତା ନାୟକଙ୍କ ସ୍ୱାମୀଙ୍କୁ ଲୁହା ବୋଲାରେ ଆକ୍ରମଣକରି ମୁଣ୍ଡ-ପିଠିରେ ରକ୍ତାକ୍ତ ଆହତ କରିଥିଲେ।

ସଦର ଥାନା କେସ ୫୭୩/୦୯.୦୯.୨୬ମାମଲା ରୁଜୁ ହୋଇଛି। ଦୁଇ ଅଭିଯୁକ୍ତ ୧୧.୦୯ରେ ଗିରଫ ହୋଇଥିଲେ। ଏବେ ଫେରାର ଥିବା ବସନ୍ତୀ ନାୟକ(୩୭)ଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ।

.......................................

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande