ଛାତ୍ର ସଂସଦ ନିର୍ବାଚନ ପାଇଁ କୌଣସି ଦାୟିତ୍ୱ ମିଳିନ- ବାବୁ ସିଂ
ଭୁବନେଶ୍ୱର, 08 ଅକ୍ଟୋବର (ହି.ସ.)- ଛାତ୍ର ସଂସଦ ନିର୍ବାଚନ ପାଇଁ କୌଣସି ଦାୟିତ୍ୱ ଦିଆଯାଇନି ବୋଲି ବିଜେପି ବିଧାୟକ ବାବୁ ସିଂ କହିଛନ୍ତି । ସେ କହିଛନ୍ତି ଯେ, ଆମକୁ ଆମ ପାର୍ଟି ପକ୍ଷରୁ ଛାତ୍ର ସଂସଦ ନିର୍ବାଚନ ନେଇ ଦାୟିତ୍ବ ଦିଆଯାଇନି । ଏବିଭିପି ଛାତ୍ର ସଂଗଠନ ଗ
ଛାତ୍ର ସଂସଦ ନିର୍ବାଚନ ପାଇଁ     କୌଣସି ଦାୟିତ୍ୱ ମିଳିନ- ବାବୁ ସିଂ


ଭୁବନେଶ୍ୱର, 08 ଅକ୍ଟୋବର (ହି.ସ.)- ଛାତ୍ର ସଂସଦ

ନିର୍ବାଚନ ପାଇଁ କୌଣସି ଦାୟିତ୍ୱ ଦିଆଯାଇନି ବୋଲି ବିଜେପି ବିଧାୟକ ବାବୁ ସିଂ କହିଛନ୍ତି । ସେ

କହିଛନ୍ତି ଯେ, ଆମକୁ ଆମ ପାର୍ଟି ପକ୍ଷରୁ ଛାତ୍ର ସଂସଦ ନିର୍ବାଚନ ନେଇ ଦାୟିତ୍ବ ଦିଆଯାଇନି । ଏବିଭିପି

ଛାତ୍ର ସଂଗଠନ ଗ୍ରାଉଣ୍ଡରେ ଲଢୁଛନ୍ତି । ସେମାନଙ୍କ ଚିନ୍ତାଧାରା ବିଜେପି ଚିନ୍ତାଧାରା ସହ ସମାନ

। ତେଣୁ ବିଜେପି ବିଧାୟକମାନଙ୍କୁ କୌଣସି ଦାୟିତ୍ୱ ଦିଆଯାଇନି ବୋଲି ସେ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande