ଓଡ଼ିଶା ବନ୍ଦ ପ୍ରଭାବହୀନ- ବିଜେପି
ଭୁବନେଶ୍ୱର, 08 ଅକ୍ଟୋବର (ହି.ସ.)- ଓଡ଼ିଶା ବନ୍ଦ ପ୍ରଭାବହୀନ ବୋଲି ବିଜେପି ସାଂସଦ ରବୀନ୍ଦ୍ର ବେହେରା କହିଛନ୍ତି । ସେ କହିଛନ୍ତି ଯେ, କଂଗ୍ରେସ ସହିତ ଲୋକ ନାହାନ୍ତି, ବନ୍ଦ୍ର ପ୍ରଭାବ ପଡ଼ିନି । କିଛି ସ୍ଥାନରେ କଂଗ୍ରେସ ଲୋକଙ୍କୁ ବାଧ୍ୟ କରୁଛି । ତାଙ୍କ କାମ
ଓଡ଼ିଶା ବନ୍ଦ ପ୍ରଭାବହୀନ- ବିଜେପି


ଭୁବନେଶ୍ୱର, 08 ଅକ୍ଟୋବର (ହି.ସ.)- ଓଡ଼ିଶା ବନ୍ଦ

ପ୍ରଭାବହୀନ ବୋଲି ବିଜେପି ସାଂସଦ ରବୀନ୍ଦ୍ର ବେହେରା କହିଛନ୍ତି । ସେ କହିଛନ୍ତି ଯେ, କଂଗ୍ରେସ

ସହିତ ଲୋକ ନାହାନ୍ତି, ବନ୍ଦ୍ର

ପ୍ରଭାବ ପଡ଼ିନି । କିଛି ସ୍ଥାନରେ କଂଗ୍ରେସ ଲୋକଙ୍କୁ ବାଧ୍ୟ କରୁଛି । ତାଙ୍କ କାମ ଅରାଜକତା

କରିବା । ଅରାଜକତା କରି କ୍ଷମତାରୁ ଗଲେ । ଏମଏମଡିଆର ସଂଶୋଧନ ବାବଦରେ ଓଡ଼ିଶାବାସୀ ସ୍ପଷ୍ଟ

ଅଛନ୍ତି । ଓଡ଼ିଶାରେ ଡବଲ ଇଂଜିନ ସରକାର ଆସିବା ପରେ ବି ରାଜସ୍ବ ବଢ଼ିଛି । ରାଜ୍ୟବାସୀ

ବୁଝିଛନ୍ତି, ସେଥିପାଇଁ ଓଡ଼ିଶା ବନ୍ଦକୁ ସଫଳ କରିନାହାନ୍ତି ବୋଲି ସେ

କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande