
ଗଞାମ, ୦୧ ନଭେମ୍ବର (ହି.ସ.) - ଭଞ୍ଜନଗର ଗିଡିପାବାଲୀ ର ପାହାଡ଼ ମାଟି ପଥରରେ ଚାପି ରହିଥିବା ଲୋକଙ୍କୁ ରେସକ୍ୟୁ ଟିମଦ୍ୱାରା ଦୁଇ ଦିନ ହେଲା ଖୋଜାଚାଲିଛି। ବହୁ ପରିଶ୍ରମ ପରେ ମାଟିପଥର ତଳୁ ଦୁଇଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଛି ଓ ସେମାନଙ୍କ ପରିଚୟ ମିଳିଛି। ଆସନ୍ତା କାଲି ଅନ୍ୟ ସମସ୍ତଙ୍କୁ ଉଦ୍ଧାର କରାଯିବ ବୋଲି ଅଗ୍ନିଶମ ବାହିନୀ ଡିଜି ସୂଚନା ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ