ବର୍ଷକରେ ୩ ଫରେଷ୍ଟର ବଦଳି, ଜଣେ ନିଲମ୍ବିତ! ନେଚର କ୍ୟାମ୍ପ ଓ ବିଦ୍ୟୁତ୍ କାର୍ଯ୍ୟରେ ଅନିୟମିତତା ଅଭିଯୋଗ, ତଦନ୍ତ ଦାବି
ଘଟଗାଁ, ୦୧ ନଭେମ୍ବର(ହି.ସ.) – ଘଟଗାଁ ବନାଂଚଳରେ ଗତ ଏକ ବର୍ଷ ମଧ୍ୟରେ ୩ ଜଣ ଫରେଷ୍ଟରଙ୍କ ବଦଳି ଓ ଜଣେ ନିଲମ୍ବିତ ହୋଇଥିବା ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଅନ୍ୟପକ୍ଷରେ, ଦରାଗଡ଼ାଶିଳାସ୍ଥିତ ନେଚର କ୍ୟାମ୍ପ ନିର୍ମାଣ ଓ ବିଦ୍ୟୁତ୍ କାର୍ଯ୍ୟରେ ଅନିୟମିତତା ଅଭିଯୋଗ ହୋଇଥିବାରୁ ତଦନ୍ତ ଦାବି ଉଠିଛି।

Invalid email address

ପୂର୍ଣ୍ଣ ଖବର ପ read ିବାକୁ ଦୟାକରି ଏଠାରେ ହିନ୍ଦୁସ୍ତାନ ସମ୍ବାଦକୁ ସବସ୍କ୍ରାଇବ କରନ୍ତୁ |

संपर्क करें

Hindusthan Samachar News Agency, First Floor, 23, Panchkuian Road, Near R. K. Ashram Metro Station, Pillar No. 12, New Delhi-110001

(+91) 7701802829 / 9625923629

marketing@hs.news


 rajesh pande