ଅଜଣା ଗାଡ଼ି ଧକ୍କାରେ ବ୍ୟବସାୟୀଙ୍କ ମୃତ୍ୟୁ
ଜୟପୁର, ୧୨ ନଭେମ୍ବର(ହି.ସ.) – କୋରାପୁଟ ଜିଲା ଜୟପୁର ସହରରେ ଅଜଣା ଗାଡ଼ି ଧକ୍କାରେ ଜଣେ ବ୍ୟବସାୟୀଙ୍କ ମୃତ୍ୟୁ ହୋଇଛି। ମୃତକ ଜଣେ ହେଲେ ଜୟପୁର ସମ୍ବାରତୋଟାର ଡି ଅପ୍ପା ରାଓ(୬୩)। ସୂଚନା ଅନୁଯାୟୀ ଜୟପୁର ସମ୍ବାରକୋଟାର ଡି ଆପ୍ପା ରାଓ ରାସ୍ତା ପାରି ହେଉଥିବା ସମୟରେ ଅଜଣା ଗାଡ଼ି ଧକ୍କା ଦେଇଥିଲା। ଢେ
ଅଜଣା ଗାଡି ଧକ୍କାରେ ବ୍ୟବସାୟୀଙ୍କ ମୃତ୍ୟୁ


ଜୟପୁର, ୧୨ ନଭେମ୍ବର(ହି.ସ.) – କୋରାପୁଟ ଜିଲା ଜୟପୁର ସହରରେ ଅଜଣା ଗାଡ଼ି ଧକ୍କାରେ ଜଣେ ବ୍ୟବସାୟୀଙ୍କ ମୃତ୍ୟୁ ହୋଇଛି। ମୃତକ ଜଣେ ହେଲେ ଜୟପୁର ସମ୍ବାରତୋଟାର ଡି ଅପ୍ପା ରାଓ(୬୩)। ସୂଚନା ଅନୁଯାୟୀ ଜୟପୁର ସମ୍ବାରକୋଟାର ଡି ଆପ୍ପା ରାଓ ରାସ୍ତା ପାରି ହେଉଥିବା ସମୟରେ ଅଜଣା ଗାଡ଼ି ଧକ୍କା ଦେଇଥିଲା। ଢେପଗଡ଼ା ନିକଟରେ ଧକ୍କା ଦେଇଥିଲା। ଫଳରେ ଡିଭାଇଡରରେ ମୁଣ୍ଡ ବାଜୀ ଗୁରୁତର ହୋଇପଡ଼ିଥିଲେ ଡି ଆପ୍ପା ରାଓ। ତାଙ୍କୁ ଚିକିତ୍ସାଳୟରେ ଭତି କରାଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଦୁର୍ଘଟଣା ଘଟାଇଥିବା ଗାଡ଼ିର କିଛି ସୁଚନା ମେଳି ନଥିବାବେଳେ ଟାଉନ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ପୋଲିସ ଆଜି ତରଫରୁ ସୂଚନା ଦିଆଯାଇଛି। ଶବକୁ ବ୍ୟବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ପୋଲିସ ତରଫରୁ ସୂଚନା ଦିଆଯାଇଛି।

.......................................

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande