ଭାରତକୁ ଜାନୋ ପ୍ରତିଯୋଗିତା
ଭଦ୍ରକ, ୧୨ ନଭେମ୍ବର (ହି.ସ.) - ଭାରତ ବିକାଶ ପରିଷଦ ଭଦ୍ରକ ଶାଖା ପକ୍ଷରୁ ଭାରତକୁ ଜାନୋ ସାଧାରଣ ଜ୍ଞାନ ପ୍ରତିଯୋଗିତା ଚରମ୍ପାସ୍ଥିତ ଅବନ୍ତିକା ଆଇଟିଆଇରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଦଶ ଗୋଟି ବିଦ୍ୟାଳୟର କନିଷ୍ଠ ଓ ବରିଷ୍ଠ ବିଭାଗରେ ୫୦ ଜଣ ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ ।

Invalid email address

ପୂର୍ଣ୍ଣ ଖବର ପ read ିବାକୁ ଦୟାକରି ଏଠାରେ ହିନ୍ଦୁସ୍ତାନ ସମ୍ବାଦକୁ ସବସ୍କ୍ରାଇବ କରନ୍ତୁ |

संपर्क करें

Hindusthan Samachar News Agency, First Floor, 23, Panchkuian Road, Near R. K. Ashram Metro Station, Pillar No. 12, New Delhi-110001

(+91) 7701802829 / 9625923629

marketing@hs.news


 rajesh pande