Invalid email address
Hindusthan Samachar News Agency, First Floor, 23, Panchkuian Road, Near R. K. Ashram Metro Station, Pillar No. 12, New Delhi-110001
(+91) 7701802829 / 9625923629
marketing@hs.news
12 Nov 2026
ଭଦ୍ରକ, ୧୨ ନଭେମ୍ବର (ହି.ସ.) - ଭାରତ ବିକାଶ ପରିଷଦ ଭଦ୍ରକ ଶାଖା ପକ୍ଷରୁ ଭାରତକୁ ଜାନୋ ସାଧାରଣ ଜ୍ଞାନ ପ୍ରତିଯୋଗିତା ଚରମ୍ପାସ୍ଥିତ ଅବନ୍ତିକା ଆଇଟିଆଇରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଦଶ ଗୋଟି ବିଦ୍ୟାଳୟର କନିଷ୍ଠ ଓ ବରିଷ୍ଠ ବିଭାଗରେ ୫୦ ଜଣ ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ ।..
ଭଦ୍ରକ, ୧୨ ନଭେମ୍ବର (ହି.ସ.) - ଶ୍ରୀ ଜଗନ୍ନାଥ ସଂସ୍କୃତିରେ ମାନବୀୟ ସଂସ୍କୃତିର ଝଲକ ଆମ ମଣିଷମାନେ ଯେପରି ସ୍ନାନ, ଶୌଚ, ପର୍ବ, ପର୍ବାଣୀ ପାଳନ କରି ଆସୁଛନ୍ତି ଶ୍ରୀ ଜଗନ୍ନାଥଙ୍କ ବଡ଼ ଦେଉଳରେ ଦିଅଁ ମାନଙ୍କ ସ୍ନାନ, ଶୌଚ, ତର୍ପଣ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ । ଯାହାକି ଅନ୍ୟ ଦେବାଦେବୀଙ୍କ..
ଭଦ୍ରକ, ୧୨ ନଭେମ୍ବର (ହି.ସ.) - ଭଦ୍ରକ ଜିଲ୍ଲା ପ୍ରଶାସନ ତରଫରୁ ଆର୍ôଥକ ସାକ୍ଷରତା ଓ ଆର୍ôଥକ ଅନ୍ତର୍ଭୂକ୍ତିକରଣ ଶିବିର ତଥା ସାଇବର ସଚେତନତା ବିଷୟରେ ଧାମନଗର ବ୍ଲକ ଜାହାଙ୍ଗୀର ସ୍ଥିତ ଜନତା ନୋଡାଲ ଉଚ୍ଚ ବିଦ୍ୟାଳୟ, ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଅତିଥି ଜିଲ୍ଲା ଆର୍ôଥକ ସେବା ଓ ସଂଚୟ..
ଭଦ୍ରକ, ୧୨ ନଭେମ୍ବର (ହି.ସ.) - ମେଘା ପ୍ରକଳ୍ପର ଦାୟିତ୍ୱ ନେଇଥିବା କମ୍ପାନୀର ଖାମଖିଆଲି ମନୋଭାବ ଓ ଦାୟିତ୍ୱହୀନତା ଯୋଗୁଁ ଆରଡ଼ି ରୁ ଧୂଷୁରୀ ଯିବା ମୁଖ୍ୟ ରାସ୍ତା ଏବେ ଜଳମଗ୍ନ ହେବାରେ ଲାଗିଛି। ରାସ୍ତାର ବିଭିନ୍ନ ସ୍ଥାନରେ ପାନୀୟ ଜଳ ଯୋଗାଣ ପାଇଁ ବିଛାଯାଇଥିବା ପାଇପ୍ ଫାଟି ପାଣି ବାହାରୁ ଥିବାରୁ..
Copyright © 2017-2024. All Rights Reserved Hindusthan Samachar News Agency
Powered by Sangraha