ଆଜି ଯୋଧପୁରରେ ସରସଂଘଚାଳକ ମୋହନ ଭାଗବତଙ୍କ ସମ୍ବୋଧନ
ଯୋଧପୁର (ରାଜସ୍ଥାନ), ୧୫ ନଭେମ୍ବର (ହି.ସ.)। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ସରସଂଘଚାଳକ ଡ. ମୋହନ ଭାଗବତ ତାଙ୍କର ଦୁଇଦିନିଆ ଗସ୍ତର ଶେଷ ଦିନ ଆଜି ଏଠାରେ ସ୍ୱୟଂସେବକମାନଙ୍କୁ ସମ୍ବୋଧିତ କରିବେ। ଏହାପରେ ରାତି ସାଢ଼େ ୮ଟାରେ ମଣ୍ଡୋର ଏକ୍ସପ୍ରେସ ଯୋଗେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ। ସଂ
जोधपुर में राष्ट्रीय स्वयंसेवक संघ के सरसंघचालक डॉ. मोहन भागवत अभिवादन स्वीकार करते।


ଯୋଧପୁର (ରାଜସ୍ଥାନ), ୧୫ ନଭେମ୍ବର (ହି.ସ.)। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ସରସଂଘଚାଳକ ଡ. ମୋହନ ଭାଗବତ ତାଙ୍କର ଦୁଇଦିନିଆ ଗସ୍ତର ଶେଷ ଦିନ ଆଜି ଏଠାରେ ସ୍ୱୟଂସେବକମାନଙ୍କୁ ସମ୍ବୋଧିତ କରିବେ। ଏହାପରେ ରାତି ସାଢ଼େ ୮ଟାରେ ମଣ୍ଡୋର ଏକ୍ସପ୍ରେସ ଯୋଗେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ।

ସଂଘ ପ୍ରମୁଖ ଭାଗବତ ଶନିବାର ସକାଳ ପ୍ରାୟ ୧୦ଟାରେ ଯୋଧପୁରରେ ପହଞ୍ଚିଥିଲେ। ସେ ସନ୍ଧ୍ୟା ୪ଟାରେ ‘ମରୁ ନିନାଦ’ କାର୍ଯ୍ୟକ୍ରମ ଅନ୍ତର୍ଗତ ପଥ ସଞ୍ଚଳନରେ ସାମିଲ ହେବା ସହ ଏହାର ନିରୀକ୍ଷଣ କରିଥିଲେ। ଏହା ପୂର୍ବରୁ ସେ ଶିକାରପୁରାସ୍ଥିତ ସନ୍ଥ ରାଜାରାମ ଆଶ୍ରମରେ ପହଞ୍ଚିଥିଲେ। ସେଠାରେ ଆଶ୍ରମର ସନ୍ଥମାନେ ତାଙ୍କୁ ସ୍ୱାଗତ ଓ ଅଭିନନ୍ଦନ ଜଣାଇଥିଲେ।

--------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande