
ଗଞାମ, ୦୨ ନଭେମ୍ବର (ହି.ସ.) - ସୋରଡା ୫୯ରାଜ ପଥରେ ଶହଶହ ମହିଳା ରାସ୍ତା ଅବରୋଧ କରି ରିଲିଫ ପାଇଁ ଦିନ ତମାମ ଧାରଣା ବସିଛନ୍ତି। ଏହି ପରିବାର ଗୁଡ଼ିକ ଅର୍ଣ୍ଣବବାତ୍ୟା ବନ୍ୟାରେ ସର୍ବସ୍ୱାନ୍ତ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସେମାନଙ୍କୁ ସରକାରୀ ରିଲିଫ୍ ମିଳିନଥିବାରୁ ଏହାରପ୍ରତି୍ୱାଦକରି ମହିଳାମାନେ ରାସ୍ତାରୋକ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ