ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଅଛନ୍ତି ୩୯,୧୯,୬୯୪ ଛାତ୍ରଛାତ୍ରୀ
ଭୁବନେଶ୍ୱର, 20 ନଭେମ୍ବର (ହି.ସ.)- ରାଜ୍ୟରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମୁଦାୟ ସରକାରୀ ବିଦ୍ୟାଳୟ ମାନଙ୍କରେ ୩୯,୧୯,୬୯୪ ଛାତ୍ରଛାତ୍ରୀ ଅଛନ୍ତି । ବର୍ତ୍ତମାନ ସୁଦ୍ଧା ୭୭,୮୭,୪୫୭ ଖଣ୍ଡ ସଂଶୋଧିତ ପାଠ୍ୟ ପୁସ୍ତକ ଆବଣ୍ଟନ କରାଯାଇଅଛି । ବିଧାନସଭାର
ପ୍ରଥମ ଶ୍ରେଣୀରୁ ଅଷ୍ଟମ     ଶ୍ରେଣୀ ପର୍ଯ୍ୟନ୍ତ ଅଛନ୍ତି ୩୯,୧୯,୬୯୪ ଛାତ୍ରଛାତ୍ରୀ


ଭୁବନେଶ୍ୱର, 20 ନଭେମ୍ବର (ହି.ସ.)- ରାଜ୍ୟରେ ପ୍ରଥମ

ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମୁଦାୟ ସରକାରୀ ବିଦ୍ୟାଳୟ ମାନଙ୍କରେ ୩୯,୧୯,୬୯୪

ଛାତ୍ରଛାତ୍ରୀ ଅଛନ୍ତି । ବର୍ତ୍ତମାନ ସୁଦ୍ଧା ୭୭,୮୭,୪୫୭

ଖଣ୍ଡ ସଂଶୋଧିତ ପାଠ୍ୟ ପୁସ୍ତକ ଆବଣ୍ଟନ କରାଯାଇଅଛି । ବିଧାନସଭାରେ ବିଦ୍ୟାଳୟ ଓ ଗଣଶିକ୍ଷା

ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଲିଖିତ ଉତ୍ତର ରଖିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande