ରାଜ୍ୟରେ ଚାଲିଛି 890 ଅଣସ୍ୱୀକୃତି ଘରୋଇ ସ୍କୁଲ
ଭୁବନେଶ୍ୱର, 20 ନଭେମ୍ବର (ହି.ସ.)-ରାଜ୍ୟରେ ଚାଲିଛି 890 ଅଣସ୍ୱୀକୃତି ଘରୋଇ ସ୍କୁଲ । ସେହିପରି 6344 ଟି ସ୍ୱୀକୃତି ପ୍ରାପ୍ତ ଘରୋଇ ସ୍କୁଲ ରହିଛି । ସମୁଦାୟ 7234 ଘରୋଇ ସ୍କୁଲରୁ 5755 ସ୍କୁଲ ପାଉଛନ୍ତି ସରକାରୀ ଅନୁଦାନ । ସେପଟେ 15 ଟି ଘରୋଇ ସ୍କୁଲ ପାଇଛନ୍ତି ସରକାରୀ ଜମି
ରାଜ୍ୟରେ ଚାଲିଛି 890 ଅଣସ୍ୱୀକୃତି ଘରୋଇ ସ୍କୁଲ


ଭୁବନେଶ୍ୱର, 20 ନଭେମ୍ବର (ହି.ସ.)-ରାଜ୍ୟରେ ଚାଲିଛି 890 ଅଣସ୍ୱୀକୃତି ଘରୋଇ ସ୍କୁଲ । ସେହିପରି 6344 ଟି ସ୍ୱୀକୃତି ପ୍ରାପ୍ତ ଘରୋଇ ସ୍କୁଲ ରହିଛି । ସମୁଦାୟ 7234 ଘରୋଇ ସ୍କୁଲରୁ 5755 ସ୍କୁଲ ପାଉଛନ୍ତି

ସରକାରୀ ଅନୁଦାନ । ସେପଟେ 15 ଟି

ଘରୋଇ ସ୍କୁଲ ପାଇଛନ୍ତି ସରକାରୀ ଜମି । ଗୃହରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ

ଗଣ୍ଡ ଉତ୍ତର ରଖିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande