ଆକୱାନ ସହ ଅର୍ଣ୍ଣବର ପରିଚାଳନା ତ୍ରୁଟି ନେଇ ସରକାରଙ୍କ ଆଲୋଚନା ଦାବି କଲା ବିଜେଡି
ଭୁବନେଶ୍ୱର, 20 ନଭେମ୍ବର (ହି.ସ.)- ଆକୱାନ ସହ ଅର୍ଣ୍ଣବର ପରିଚାଳନା ତ୍ରୁଟି ନେଇ ସରକାରଙ୍କ ଆଲୋଚନା ଦାବି କରିଛନ୍ତି ବିଜେଡି ବିଧାୟକ ଗୌତୁମ ବୁଦ୍ଧ ଦାସ । ସେ କହିଛନ୍ତି ଯେ, ସରକାର ଓଡିଶା ବାସୀଙ୍କୁ ଭ୍ରମିତ କରନ୍ତୁ ନାହିଁ । ବାତ୍ୟା ଆସିଛି ହେଲେ ବାତ୍ୟା, ବନ୍ୟା
ଆକୱାନ ସହ ଅର୍ଣ୍ଣବର     ପରିଚାଳନା ତ୍ରୁଟି ନେଇ ସରକାରଙ୍କ ଆଲୋଚନା ଦାବି କଲା ବିଜେଡି


ଭୁବନେଶ୍ୱର, 20 ନଭେମ୍ବର (ହି.ସ.)- ଆକୱାନ ସହ

ଅର୍ଣ୍ଣବର ପରିଚାଳନା ତ୍ରୁଟି ନେଇ ସରକାରଙ୍କ ଆଲୋଚନା ଦାବି କରିଛନ୍ତି ବିଜେଡି ବିଧାୟକ ଗୌତୁମ

ବୁଦ୍ଧ ଦାସ । ସେ କହିଛନ୍ତି ଯେ, ସରକାର ଓଡିଶା ବାସୀଙ୍କୁ ଭ୍ରମିତ କରନ୍ତୁ ନାହିଁ । ବାତ୍ୟା

ଆସିଛି ହେଲେ ବାତ୍ୟା, ବନ୍ୟା

ପାଇଁ ଆଲୋଚନା ପାଇଁ ସରକାର ପଛଘୁଞ୍ଚା ଦେଉଛନ୍ତି । ଆଲୋଚନା ପାଇଁ ଆମେ ସରକାରଙ୍କୁ ବାଧ୍ୟ

କରିବୁ । ଆକୱାନ ସହ ଅର୍ଣ୍ଣବର ପରିଚାଳନା ତ୍ରୁଟି ନେଇ ଆଲୋଚନା କରନ୍ତୁ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande