ଅସହାୟ ଓ ଭୋକିଲା ଲୋକଙ୍କ ଖାଦ୍ୟ ଲୁଟ ଉଦ୍ୟମ
ଗଞାମ, ୨୦ ନଭେମ୍ବର (ହି.ସ.) - ସରକାରଙ୍କ ପକ୍ଷରୁ ବାତ୍ୟା ଓ ବନ୍ୟା ଅସହାୟ ଲୋକଙ୍କୁ ପ୍ରାଥମିକ ଅବସ୍ଥାରେ ପଂଚାୟତ ମାଧ୍ୟମରେ ସାମୟିକ ରନ୍ଧାଖାଦ୍ୟ ଯୋଗାଇ ବ୍ୟବସ୍ଥା କରିଥାନ୍ତି। ଚଳିତ ଆକବାନ ବାତ୍ୟା ପାଇଁ ପିତଳ ପଂଚାୟତର ବିପନ୍ନଙ୍କ ପାଇଁ ରନ୍ଧା ଖାଦ୍ୟପ୍ରସ୍ତୁତ ପାଇଁ ଆସିଥିବା ପ୍ରାୟ ୧୫ ବସ୍ତ।
Qeryuiio


ଗଞାମ, ୨୦ ନଭେମ୍ବର (ହି.ସ.) - ସରକାରଙ୍କ ପକ୍ଷରୁ ବାତ୍ୟା ଓ ବନ୍ୟା ଅସହାୟ ଲୋକଙ୍କୁ ପ୍ରାଥମିକ ଅବସ୍ଥାରେ ପଂଚାୟତ ମାଧ୍ୟମରେ ସାମୟିକ ରନ୍ଧାଖାଦ୍ୟ ଯୋଗାଇ ବ୍ୟବସ୍ଥା କରିଥାନ୍ତି। ଚଳିତ ଆକବାନ ବାତ୍ୟା ପାଇଁ ପିତଳ ପଂଚାୟତର ବିପନ୍ନଙ୍କ ପାଇଁ ରନ୍ଧା ଖାଦ୍ୟପ୍ରସ୍ତୁତ ପାଇଁ ଆସିଥିବା ପ୍ରାୟ ୧୫ ବସ୍ତ।। ଚାଉଳ ଡାଲି ଓ ପରିବା ପତ୍ର ଦାୟିତ୍ୱରେ ଥିବା ପିଓ ଓ ଜନୈକା ଲେଡି ଯନ୍ତ୍ରୀ ରାତି ଅଧିଆ ଚୋରି କରି ଅନ୍ୟତ୍ର ଗାଡ଼ିରେ ଗାଏବ କରିବା ଉଦ୍ୟମ କରୁଥିବା ବେଳେ ଗ୍ରାମବାସୀଙ୍କ ଆଗରେ ଧରାପଡ଼ିଛନ୍ତି। ଗ୍ରାମର କେତେକ ଲୋକ ଏହି ଗାଡ଼ି ଅଟକାଇ ଡାଲି ଚାଉଳ ପରିବା ବାତ୍ୟା ଆଶ୍ରୟସ୍ଥଳୀକୁ ନେଇ ଶେରଗଡ଼ ବିଡିଓଙ୍କ ନିକଟରେଅଭିଯୋଗ କରିବାରୁ ଶେରଗଡ ବିଡିଓ ଓ ହିଞ୍ଜିଳିକାଟୁ ଥାନା ପୁଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ କରୁ ଛନ୍ତି।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande