କିଏ ଗୃହ ଚଳାଇ ଦେଉନାହାନ୍ତି, ସମସ୍ତେ ଦେଖୁଛନ୍ତି – ବିଜେପି
ଭୁବନେଶ୍ୱର, 20 ନଭେମ୍ବର (ହି.ସ.)- କିଏ ଗୃହ ଚଳାଇ ଦେଉନାହାନ୍ତି, ସମସ୍ତେ ଦେଖୁଛନ୍ତି ବୋଲି ବିଜେପି ବିଧାୟକ ସନ୍ତୋଷ ଖଟୁଆ କହିଛନ୍ତି। ସେ କହିଛନ୍ତି ଯେ, ଗଣମାଧ୍ୟମ ସବୁ ଦେଖୁଛି । ଗୃହ ସେମାନେ ଚଳାଇ ଦେଉନାହାନ୍ତି ଆଉ ସରକାରୀ ଦଳ ନାଁରେ ମିଥ୍ୟା ନ୍ୟାରେଟିଭ
କିଏ ଗୃହ ଚଳାଇ ଦେଉନାହାନ୍ତି, ସମସ୍ତେ ଦେଖୁଛନ୍ତି – ବିଜେପି


ଭୁବନେଶ୍ୱର, 20 ନଭେମ୍ବର (ହି.ସ.)- କିଏ ଗୃହ ଚଳାଇ

ଦେଉନାହାନ୍ତି, ସମସ୍ତେ

ଦେଖୁଛନ୍ତି ବୋଲି ବିଜେପି ବିଧାୟକ ସନ୍ତୋଷ ଖଟୁଆ କହିଛନ୍ତି। ସେ କହିଛନ୍ତି ଯେ, ଗଣମାଧ୍ୟମ

ସବୁ ଦେଖୁଛି । ଗୃହ ସେମାନେ ଚଳାଇ ଦେଉନାହାନ୍ତି ଆଉ ସରକାରୀ ଦଳ ନାଁରେ ମିଥ୍ୟା ନ୍ୟାରେଟିଭ

କରୁଛନ୍ତି । ତାରା ବାବୁ ଜଣେ ବରିଷ୍ଠ ବିଧାୟକ । ସର୍ବାଧିକ ଥର ଜିତିଛନ୍ତି । କୋଟିଆ ପ୍ରସଙ୍ଗ 50 ବର୍ଷର ସମସ୍ୟା । ସେମାନେ ସରକାରରେ ଥିବା ବେଳେ କଣ କରିଥିଲେ ।

ଆତ୍ମାହୁତି ଯଦି ସେତେବେ ଦେଇଥାନ୍ତେ ଭଲ ହୋଇଥାନ୍ତା । କୋଟିଆ ରାଜ୍ୟର ସୀମା ପ୍ରସଙ୍ଗ । ଏହା

କୌଣସି ଅଞ୍ଚଳର ସମସ୍ୟା ନୁହେଁ । ପ୍ରଶାସନ ଆନ୍ଧ୍ରର ନିର୍ବାଚନକୁ ବିରୋଧ କରୁଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande