ଦେବୋତ୍ଥାନ ଏକାଦଶୀର ଶୁଭେଚ୍ଛା ଜଣାଇଲେ ଜୁଏଲ ଓରାମ
ଭୁବନେଶ୍ୱର, 20 ନଭେମ୍ବର (ହି.ସ.)- ଦେବୋତ୍ଥାନ ଏକାଦଶୀର ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ଏହି ଅବସରରେ ଏକ୍ସ ହ୍ୟାଣ୍ଡେଲରେ ଏକ ବାର୍ତ୍ତା ଜାରି କରି ସେ କହିଛନ୍ତି ଯେ, ଭଗବାନ ଶ୍ରୀହରି ବିଷ୍ଣୁଙ୍କ ଯୋଗନିଦ୍ରାରୁ ଜାଗ୍ରତ ହେବାର ପବିତ୍ର ପର୍ବ
ଏକାଦଶୀ


ଭୁବନେଶ୍ୱର, 20 ନଭେମ୍ବର (ହି.ସ.)- ଦେବୋତ୍ଥାନ

ଏକାଦଶୀର ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ଏହି ଅବସରରେ ଏକ୍ସ

ହ୍ୟାଣ୍ଡେଲରେ ଏକ ବାର୍ତ୍ତା ଜାରି କରି ସେ କହିଛନ୍ତି ଯେ, ଭଗବାନ ଶ୍ରୀହରି ବିଷ୍ଣୁଙ୍କ

ଯୋଗନିଦ୍ରାରୁ ଜାଗ୍ରତ ହେବାର ପବିତ୍ର ପର୍ବ ଦେବୋତ୍ଥାନ ଏକାଦଶୀ ଏବଂ ତୁଳସୀ ବିବାହ ଅବସରରେ

ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ଭଗବାନ ଶ୍ରୀହରି ବିଷ୍ଣୁ ଏବଂ ମାତା ତୁଳସୀଙ୍କ

ନିକଟରେ ପ୍ରାର୍ଥନା, ସମସ୍ତଙ୍କ ଜୀବନରେ ସୁଖ,

ଶାନ୍ତି, ସମୃଦ୍ଧି ଓ ସୁସ୍ୱାସ୍ଥ୍ୟର ସଞ୍ଚାର ହେଉ ଏବଂ ସମଗ୍ର ଜଗତର କଲ୍ୟାଣ

ହେଉ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande