
ଗଂଜାମ, 20 ନଭେମ୍ବର (ହି.ସ.) ଶେରଗଡ ବ୍ଳକ ପିତଳ ନୂତନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଓସମସ୍ତକର୍ମଚାରୀ ତିନିଦିନ ହେଲା ଚୁଡା ବିସ୍କୁଟ ଓ ଜଲଖିଆ କରି ରାତ୍ରି ଅନିଦ୍ରା ରହି ରୋଗୀଙ୍କ ସେବାରେ ଜାଗ୍ରତ ରହିଛନ୍ତି । ଗୋଟିଏ ରୁମରେ ଦଶ ଜଣ ମେଡିକାଲ କର୍ମଚାରୀ ଦୁଇଜଣ ଡାକ୍ତରଙ୍କ ସମେତ ଫାର୍ମାସିଷ୍ଟ ଚଟାଣ ଓ ଟେବୁଲ ଉପରେ ବେଡସିଟ ପାରିରାତି ବିତାଇଛନ୍ତି। ଡାକ୍ତରଖାନାର କର୍ମଚାରୀଙ୍କ ଆକବାନର ମୁକାବିଲା ପାଇଁ କାର୍ଯ୍ୟ ପାଇଁ ସାଧାରଣରେ ପ୍ରଶଂସିତ ହୋଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ