ରାଷ୍ଟ୍ରପତିଙ୍କୁ ଔପଚାରିକ ସାକ୍ଷାତ କଲେ ଜୁଏଲ ଓରାମ
ଭୁବନେଶ୍ୱର, 18 ମାର୍ଚ୍ଚ (ହି.ସ.)- ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଔପଚାରିକ ସାକ୍ଷାତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ଏନେଇ ସୋସିଆଲ ମିଡିଆ ଏକ୍ସରେ ଜୁଏଲ ଓରାମ କହିଛନ୍ତି ଯେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଔପଚାରିକ ସାକ୍ଷାତ କରି ତାଙ୍କ ମାର୍ଗଦର୍ଶନ
ଜୁଏଲ


ଭୁବନେଶ୍ୱର, 18 ମାର୍ଚ୍ଚ (ହି.ସ.)- ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଔପଚାରିକ ସାକ୍ଷାତ

କରିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ଏନେଇ ସୋସିଆଲ ମିଡିଆ ଏକ୍ସରେ ଜୁଏଲ ଓରାମ

କହିଛନ୍ତି ଯେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଔପଚାରିକ ସାକ୍ଷାତ କରି ତାଙ୍କ ମାର୍ଗଦର୍ଶନ

ପ୍ରାପ୍ତ କଲି । ଜନଜାତୀୟ ଗୌରବ ଓ ସମାଜର ଅନ୍ତିମ ପାହାଚରେ ଠିଆ ହୋଇଥିବା ବ୍ୟକ୍ତିର

ସଶକ୍ତିକରଣ ଉପରେ ହୋଇଥିବା ଆଲୋଚନା ଅତ୍ୟନ୍ତ ଉର୍ଜାବାନ ଥିଲା । ତାଙ୍କ ସରଳ ବ୍ୟକ୍ତିତ୍ୱ ଓ

ଲୋକ କଲ୍ୟାଣର ସଂକଳ୍ପ ଅନୁକରଣୀୟ ଅଟେ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande