
ଭୁବନେଶ୍ୱର, 18 ମାର୍ଚ୍ଚ (ହି.ସ.)- କ୍ରସ ଭୋଟିଙ୍ଗ କରିଥିବା ବିଧାୟକଙ୍କ ଉପରେ ଆକ୍ସନ
ନିଆଯିବା ଦରକାର । ଦଳର ନୀତି ଅଛି, ଆଦର୍ଶ, ସିଦ୍ଧାନ୍ତ ଅଛି । ଏହା ବିରୋଧରେ ଯିଏ ଯାଏ, ଦଳ ନିମ୍ନଗାମୀ ହୁଏ । ବିଜେଡି ସଭାପତି ଯେଉଁ
କାର୍ଯ୍ୟାନୁଷ୍ଠାନ ନେଉଛନ୍ତି, ତାହା ସ୍ୱାଗତଯୋଗ୍ୟ
। ବହିଷ୍କାର ଦ୍ୱାରା ହୁଏତ ବିଶୃଙ୍ଖଳା ବଢ଼ିପାରେ, ତେଣୁ ସେ ଧୀରେ
ଧୀରେ ଆକ୍ସନ ନେଉଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା