ରଜନୀକାନ୍ତ ପାଢ଼ୀଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କଲା କଂଗ୍ରେସ
ଭୁବନେଶ୍ୱର, ୧୮ ମାର୍ଚ୍ଚ (ହି.ସ)- ଗଞ୍ଜାମ ପଶ୍ଚିମ ସାଂଗଠନିକ ଜିଲ୍ଲା ଅନ୍ତର୍ଗତ ଗତ ନିର୍ବାଚନରେ ହିଞ୍ଜିଳିକାଟୁ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇଥିବା ଶ୍ରୀ ରଜନୀକାନ୍ତ ପାଢ଼ୀଙ୍କ କଂଗ୍ରେସ ଦଳରୁ ନିଲମ୍ବନ ଆଦେଶ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ଅନୁମୋଦନ କ୍ରମେ ପ୍ରତ୍
ରଜନୀକାନ୍ତ ପାଢ଼ୀଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କଲା କଂଗ୍ରେସ


ଭୁବନେଶ୍ୱର, ୧୮ ମାର୍ଚ୍ଚ (ହି.ସ)- ଗଞ୍ଜାମ ପଶ୍ଚିମ ସାଂଗଠନିକ ଜିଲ୍ଲା ଅନ୍ତର୍ଗତ ଗତ ନିର୍ବାଚନରେ ହିଞ୍ଜିଳିକାଟୁ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇଥିବା ଶ୍ରୀ ରଜନୀକାନ୍ତ ପାଢ଼ୀଙ୍କ କଂଗ୍ରେସ ଦଳରୁ ନିଲମ୍ବନ ଆଦେଶ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ଅନୁମୋଦନ କ୍ରମେ ପ୍ରତ୍ୟାହୁତ କରାଗଲା। ସେ ପୂର୍ବଭଳି କଂଗ୍ରେସ ଦଳର ସାଂଗଠନିକ ପ୍ରକିୟାରେ ନିଜର ଯୋଗଦାନ କରିବେ। ଓଡ଼ିଶା ପ୍ରଦେଶ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କମିଟି ଅଧ୍ୟକ୍ଷ ସୁଜୀତ୍ ପାଢ଼ୀ ଏହି ସୂଚନା ଦେଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande