ଭୁବନେଶ୍ୱର ପାସପୋର୍ଟ ଅଫିସକୁ ବୋମା ଧମକ
ଭୁବନେଶ୍ୱର, ୧୮ ମାର୍ଚ୍ଚ (ହି.ସ)- ଭୁବନେଶ୍ୱର ପାସପୋର୍ଟ ଅଫିସକୁ ବୋମା ଧମକ ମିଳିଛି। ମେଲ ମାଧ୍ୟମରେ ବମରେ ଉଡାଇ ଦେବା ପାଇଁ ଧମକ ମିଳିଥିବା ସୂଚନା ମିଳିଛି। ଏହାପରେ ଘଟଣାସ୍ଥଳରେ ବମ ସ୍କ୍ୱାର୍ଡ ଓ ଡଗ୍ ସ୍କ୍ୱାର୍ଡ ଦ୍ୱାରା ଛାନଭିନ୍ କରାଯାଉଛି। ---------------
werh


ଭୁବନେଶ୍ୱର, ୧୮ ମାର୍ଚ୍ଚ (ହି.ସ)- ଭୁବନେଶ୍ୱର ପାସପୋର୍ଟ ଅଫିସକୁ ବୋମା ଧମକ ମିଳିଛି। ମେଲ ମାଧ୍ୟମରେ

ବମରେ ଉଡାଇ ଦେବା ପାଇଁ ଧମକ ମିଳିଥିବା ସୂଚନା ମିଳିଛି। ଏହାପରେ ଘଟଣାସ୍ଥଳରେ ବମ ସ୍କ୍ୱାର୍ଡ ଓ ଡଗ୍ ସ୍କ୍ୱାର୍ଡ ଦ୍ୱାରା ଛାନଭିନ୍ କରାଯାଉଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande