‘ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଭିଯାନ‘ ଅଧୀନରେ ଯୋଗାଭ୍ୟାସ କାର୍ଯ୍ୟକ୍ରମରେ ପ୍ରଭାତି ପରିଡାଙ୍କ ଯୋଗଦାନ
ଭୁବନେଶ୍ୱର, 31 ମାର୍ଚ୍ଚ (ହି.ସ.)- ନିଆଳିର ଐଶ୍ୱର୍ଯ୍ୟା ମଣ୍ଡପଠାରେ ‘ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଭିଯାନ‘ ଅଧୀନରେ ନିମାପଡ଼ା-ଗୋପ ନିର୍ବାଚନମଣ୍ଡଳୀର ପ୍ରଶିକ୍ଷଣ ଶିବିରରେ ଆୟୋଜିତ ଯୋଗାଭ୍ୟାସ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭା
ପ୍ରଭାତି


ଭୁବନେଶ୍ୱର, 31 ମାର୍ଚ୍ଚ (ହି.ସ.)- ନିଆଳିର ଐଶ୍ୱର୍ଯ୍ୟା ମଣ୍ଡପଠାରେ ‘ପଣ୍ଡିତ

ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଭିଯାନ‘ ଅଧୀନରେ ନିମାପଡ଼ା-ଗୋପ ନିର୍ବାଚନମଣ୍ଡଳୀର

ପ୍ରଶିକ୍ଷଣ ଶିବିରରେ ଆୟୋଜିତ ଯୋଗାଭ୍ୟାସ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ

ପ୍ରଭାତି ପରିଡା । ଏହି ଅବସରରେ ଯୋଗ ପ୍ରଶିକ୍ଷକ କାର୍ଯ୍ୟକର୍ତ୍ତାମାନଙ୍କୁ ସୁସ୍ଥ ଓ ନିରୋଗ

ଜୀବନ ପାଇଁ ଯୋଗାଭ୍ୟାସର ମହତ୍ତ୍ୱ ବାବଦରେ ସଚେତନ କରିଥିଲେ । ଉପସ୍ଥିତ କାର୍ଯ୍ୟକର୍ତ୍ତାମାନେ

ବିଭିନ୍ନ ଯୋଗ ଆସନର ଅଭ୍ୟାସ କରିଥିଲେ ବୋଲି ପ୍ରଭାତି ପରିଡା କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande