ମାର୍ଚ୍ଚ 19ରେ ଶ୍ରୀରାମ ଲଲାଙ୍କ ଦର୍ଶନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଅଯୋଧ୍ୟା, 07 ମାର୍ଚ୍ଚ (ହି.ସ.)- ରାମମନ୍ଦିର ଅଯୋଧ୍ୟାପରିସରରେ ଚାଲୁଥିବା ଭବନ ନିର୍ମାଣ ସମିତିର ତିନିଦିନିଆ ବୈଠକ ଦ୍ୱିତୀୟ ଦିନ ଶନିବାର ମଧ୍ୟ ଜାରି ରହିଛି। ବୈଠକ ପୂର୍ବରୁ ସମିତିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ରା ଗଣମାଧ୍ୟମକୁ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ସେ
ରାମ


ଅଯୋଧ୍ୟା, 07 ମାର୍ଚ୍ଚ (ହି.ସ.)- ରାମମନ୍ଦିର ଅଯୋଧ୍ୟାପରିସରରେ ଚାଲୁଥିବା ଭବନ ନିର୍ମାଣ ସମିତିର ତିନିଦିନିଆ ବୈଠକ

ଦ୍ୱିତୀୟ ଦିନ ଶନିବାର ମଧ୍ୟ ଜାରି ରହିଛି। ବୈଠକ ପୂର୍ବରୁ ସମିତିର ଅଧ୍ୟକ୍ଷ ନୃପେନ୍ଦ୍ର

ମିଶ୍ରା ଗଣମାଧ୍ୟମକୁ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ ବୈଠକରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ

ପ୍ରସ୍ତାବିତ ଅଯୋଧ୍ୟା ଗସ୍ତ ଓ କାର୍ଯ୍ୟକ୍ରମର ରୂପରେଖ ଉପରେ ଆଲୋଚନା ହୋଇଛି। ରାଷ୍ଟ୍ରପତି ଦ୍ରୌପଦୀ

ମୁର୍ମୁ ଭାରତୀୟ ନବସମ୍ବତ୍ସର ଅବସରରେ ଅର୍ଥାତ ୧୯ ମାର୍ଚ୍ଚ ସକାଳ ପ୍ରାୟ ୧୧ଟା ସମୟରେ ରାମମନ୍ଦିର

ଅଯୋଧ୍ୟାପରିସରରେ ପହଞ୍ଚି

ରାମଲଲାଙ୍କ ଦର୍ଶନ ଓ ପୂଜା କରିବେ।

ସେ ସେଠାରେ ପ୍ରାୟ ୪ ଘଣ୍ଟା ରହିବେ ଏବଂ ଶ୍ରୀରାମ ଜନ୍ମଭୂମି

ତୀର୍ଥକ୍ଷେତ୍ର ଟ୍ରଷ୍ଟଦ୍ୱାରା

ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande