ଗୁଜରାଟ ବିଧାୟକ ଗୋବିନ୍ଦଭାଇ ପରମାରଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଓ ବିଜେପି ଅଧ୍ୟକ୍ଷଙ୍କ ଶୋକ
ନୂଆଦିଲ୍ଲୀ, 07 ମାର୍ଚ୍ଚ (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଓ ବିଜେପିର ଜାତୀୟ ଅଧ୍ୟକ୍ଷ ନୀତୀନ ନବୀନଶନିବାର ଦିନ ଗୋବିନ୍ଦଭାଇ ପରମାରଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି। ଦୁଇଜଣ ନେତା କହିଛନ୍ତି ଯେ ପରମାର ସର୍ବଦା ସମାଜ କଳ୍ୟାଣ କାର୍ଯ୍ୟରେ ନିଜକୁ ସମର୍ପିତ
ବିଧାୟକ


ନୂଆଦିଲ୍ଲୀ, 07 ମାର୍ଚ୍ଚ (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଓ ବିଜେପିର ଜାତୀୟ

ଅଧ୍ୟକ୍ଷ ନୀତୀନ ନବୀନଶନିବାର ଦିନ ଗୋବିନ୍ଦଭାଇ ପରମାରଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି।

ଦୁଇଜଣ ନେତା କହିଛନ୍ତି ଯେ ପରମାର ସର୍ବଦା ସମାଜ କଳ୍ୟାଣ କାର୍ଯ୍ୟରେ ନିଜକୁ ସମର୍ପିତ

ରଖିଥିଲେ। ପରମାରଙ୍କର ୬ ମାର୍ଚ୍ଚରେ ୭୨ ବର୍ଷ ବୟସରେ ଦେହାନ୍ତ ହୋଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଏକ୍ସରେ ପୋଷ୍ଟ କରି

ଲେଖିଛନ୍ତି, “ଗୁଜରାଟବିଧାନସଭାର ସଦସ୍ୟ ଗୋବିନ୍ଦଭାଇ

ପରମାରଙ୍କ ଦେହାନ୍ତ ସମ୍ବାଦ ଶୁଣି ମୋତେ ଦୁଃଖ ଲାଗିଲା। ସେ ସର୍ବଦା ସମାଜ କଲ୍ୟାଣ କାର୍ଯ୍ୟରେ

ସମର୍ପିତ ଓ ପ୍ରତିବଦ୍ଧ ଥିଲେ। ଦିବଙ୍ଗତ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା ଏବଂ ଶୋକସନ୍ତପ୍ତ

ପରିବାର ପ୍ରତି ହାର୍ଦ୍ଦିକ ସମବେଦନା।”

ବିଜେପିର ଜାତୀୟ ଅଧ୍ୟକ୍ଷ ନୀତୀନ ନବୀନମଧ୍ୟ ଏକ୍ସରେ

ପୋଷ୍ଟ କରି କହିଛନ୍ତି, “ଗୁଜରାଟରୁ ଭାଜପା

ବିଧାୟକ ଗୋବିନ୍ଦଭାଇ ପରମାରଙ୍କ ଦେହାନ୍ତରେ ମୁଁ ଗଭୀର ଦୁଃଖିତ। ଜଣେ ସମର୍ପିତ ଜନସେବକ ଭାବେ

ସେ ଉମରେଠର ଲୋକମାନଙ୍କ ମଙ୍ଗଳ ଓ ଉନ୍ନତି ପାଇଁ ନିରନ୍ତର କାମ କରିଥିଲେ।”

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande