
ଭୁବନେଶ୍ୱର, 13 ଏପ୍ରିଲ୍ (ହି.ସ.)- ଏମ୍ସ ନର୍ସିଂ ଆସୋସିଏସନ ସଭାପତି ଙ୍କ ମରଣାନ୍ତକ
ଆକ୍ରମଣ ଘଟଣା । ସାମ୍ନାକୁ ଆସିଲା ସାଙ୍ଘାତିକ
ସତ । ଏମ୍ସ ନର୍ସିଙ୍ଗ ଆସୋସିଏସନ ସଭାପତି ରମେଶ
ପୋନୁଗୁପତିଙ୍କୁ ହତ୍ୟା ପାଇଁ ସୁପାରୀ ନେଇଥିଲେ ଅଭିଯୁକ୍ତ । 3ଜଣ ଅଭିଯୁକ୍ତଙ୍କ ଗିରଫ ପରେ ସାମ୍ନାକୁ ଆସିଲା ସାଙ୍ଘାତିକ ସତ । ହତ୍ୟା
ଉଦ୍ୟମ ଅଭିଯୋଗରେ ବଡଗଡ଼ ଅଞ୍ଚଳର 3ଜଣଙ୍କୁ ଗିରଫ
କରିଛି ଖଣ୍ଡଗିରି ଥାନା ପୋଲିସ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା