ରାଜଧାନୀ ପ୍ରତିଷ୍ଠା ଦିବସରେ ପୂର୍ବ ସରକାରଙ୍କୁ ସମାଲୋଚନା କଲେ ସାଂସଦ ଅପରାଜିତ ଷଡଙ୍ଗୀ
ଭୁବନେଶ୍ୱର, 13 ଏପ୍ରିଲ୍ (ହି.ସ.)- ରାଜଧାନୀ ପ୍ରତିଷ୍ଠା ଦିବସରେ ପୂର୍ବ ସରକାରଙ୍କୁ ସମାଲୋଚନା କଲେ ସାଂସଦ। ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଲେ, ଦିନ ଥିଲା, ଭୁବନେଶ୍ୱର ସାଂସଦଙ୍କୁ ରାଜଧାନୀ ପ୍ରତିଷ୍ଠା ଦିବସକୁ ମୋତେ ନିମନ୍ତ୍ରଣ କରାଯାଇନଥିଲା। ଆଜି ବେଶ ଆଦରର ସହ ମୋତେ ନିମନ୍
ରାଜଧାନୀ ପ୍ରତିଷ୍ଠା ଦିବସରେ ପୂର୍ବ ସରକାରଙ୍କୁ ସମାଲୋଚନା କଲେ     ସାଂସଦ ଅପରାଜିତ ଷଡଙ୍ଗୀ


ଭୁବନେଶ୍ୱର, 13 ଏପ୍ରିଲ୍ (ହି.ସ.)- ରାଜଧାନୀ ପ୍ରତିଷ୍ଠା ଦିବସରେ ପୂର୍ବ ସରକାରଙ୍କୁ

ସମାଲୋଚନା କଲେ ସାଂସଦ। ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଲେ, ଦିନ ଥିଲା, ଭୁବନେଶ୍ୱର ସାଂସଦଙ୍କୁ ରାଜଧାନୀ ପ୍ରତିଷ୍ଠା ଦିବସକୁ

ମୋତେ ନିମନ୍ତ୍ରଣ କରାଯାଇନଥିଲା। ଆଜି ବେଶ ଆଦରର ସହ ମୋତେ ନିମନ୍ତ୍ରଣ କରାଯାଇଛି। ଆଉ ମୁଁ

ଉତ୍ସାହର ସହ ଏ କାର୍ଯ୍ୟକ୍ରମରେ ଯୋଗ ଦେଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande