
ଭୁବନେଶ୍ୱର, 13 ଏପ୍ରିଲ୍ (ହି.ସ.)- ଆସନ୍ତା
ମେ’ ୩ ରେ ଆୟୋଜିତ ହେବ ନିଟ୍
ୟୁଜି ପରୀକ୍ଷା । ଏନେଇ ବିଜ୍ଞପ୍ତି ଜାରି କରିଛି ଏନଟିଏ
। ଅପରାହ୍ଣ ୨
ରୁ ୫ ଘଟିକା ଯାଏ ଚାଲିବ ପରୀକ୍ଷା । ଦେଶର ୫୫୨ ସହର
ସହିତ ବିଦେଶରେ ୧୪ ଟି ଜାଗାରେ
ପରୀକ୍ଷା ଅନୁଷ୍ଠିତ ହେବ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା