ଜାଲିଆନାୱାଲବାଗ ହତ୍ୟାକାଣ୍ଡର ସହୀଦଙ୍କୁ ନମନ କଲେ ପ୍ରଭାତି ପରିଡା
ଭୁବନେଶ୍ୱର, 13 ଏପ୍ରିଲ୍ (ହି.ସ.)- ଜାଲିଆନାୱାଲବାଗ ହତ୍ୟାକାଣ୍ଡର ସହୀଦଙ୍କୁ ନମନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି ପରିଡା କହିଛନ୍ତି ଯେ, ଜାଲିଆନୱାଲା ବାଗର ଶହୀଦମାନଙ୍କୁ ଗଭୀର ସମ୍ମାନ ସହିତ ସ୍ମରଣ କରାଯାଏ, ତାଙ୍କର ବ
ଜାଲିଆନାୱାଲବାଗ ହତ୍ୟାକାଣ୍ଡର ସହୀଦଙ୍କୁ ନମନ କଲେ ପ୍ରଭାତି ପରିଡା


ଭୁବନେଶ୍ୱର, 13 ଏପ୍ରିଲ୍ (ହି.ସ.)- ଜାଲିଆନାୱାଲବାଗ ହତ୍ୟାକାଣ୍ଡର ସହୀଦଙ୍କୁ ନମନ କରିଛନ୍ତି

ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏନେଇ ସୋସିଆଲ ମିଡିଆ ଏକ୍ସରେ ପ୍ରଭାତି ପରିଡା କହିଛନ୍ତି

ଯେ, ଜାଲିଆନୱାଲା ବାଗର ଶହୀଦମାନଙ୍କୁ ଗଭୀର ସମ୍ମାନ ସହିତ ସ୍ମରଣ କରାଯାଏ, ତାଙ୍କର ବଳିଦାନ

ପିଢ଼ୀ ପିଢ଼ୀକୁ ନିରନ୍ତର ପ୍ରେରଣା ଦେଇ ଆସୁଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande