ବ୍ରଜନଗର ୧୧କେଭି ବିଦ୍ୟୁତ ଲାଇନ୍ ତଳୁ ମନ୍ଦିର ପାର୍କ ଓ ଦୋକାନ ଗୃହ ଉଚ୍ଛେଦ ଦାବି
ଗଂଜାମ, 17 ଏପ୍ରିଲ୍ (ହି.ସ.) ଵ୍ରହ୍ମପୁର ବ୍ରଜନଗର ତୃତୀୟ ଲାଇନ ୧୧କେଭି ବିଦ୍ୟୁତ ଲାଇନ ତଳେ କିଛି ବ୍ୟକ୍ତି ଵେଆଇନ ଭାବେ ମନ୍ଦିର ନିର୍ମାଣ ଓ ଦୋକାନ ପାଇଁ ଭଡ଼ାଘର ନିର୍ମାଣ କରି ବ୍ୟବସାୟ ଚଳାଇଛନ୍ତି। ଏହି ରାଧାକୃଷ୍ଣ ମନ୍ଦିରକୁ ଲାଗି ପାର୍କ ମଧ୍ୟ ନିର୍ମାଣ ହୋଇଛି, ଯାହାକି ଭବିଷ୍ୟତରେ ଧନଜୀବନ
ବ୍ରଜନଗର ୧୧କେଭି ବିଦ୍ୟୁତ ଲାଇନ୍ ତଳୁ ମନ୍ଦିର ପାର୍କ ଓ ଦୋକାନ ଗୃହ ଉଚ୍ଛେଦ ଦାବି


ଗଂଜାମ, 17 ଏପ୍ରିଲ୍ (ହି.ସ.)

ଵ୍ରହ୍ମପୁର ବ୍ରଜନଗର ତୃତୀୟ ଲାଇନ ୧୧କେଭି ବିଦ୍ୟୁତ ଲାଇନ ତଳେ କିଛି ବ୍ୟକ୍ତି ଵେଆଇନ ଭାବେ ମନ୍ଦିର ନିର୍ମାଣ ଓ ଦୋକାନ ପାଇଁ ଭଡ଼ାଘର ନିର୍ମାଣ କରି ବ୍ୟବସାୟ ଚଳାଇଛନ୍ତି। ଏହି ରାଧାକୃଷ୍ଣ ମନ୍ଦିରକୁ ଲାଗି ପାର୍କ ମଧ୍ୟ ନିର୍ମାଣ ହୋଇଛି, ଯାହାକି ଭବିଷ୍ୟତରେ ଧନଜୀବନ ପ୍ରତି ମହାବିପତ୍ତି ସୃଷ୍ଟି ହେବା ସମ୍ଭାବନା ରହିଛି। ଏଣୁ ଜିଲ୍ଲା ପ୍ରଶାସନ ଓ ବିଇଏମସି କତ୍ତୃପକ୍ଷ ଘଟଣାର ତଦନ୍ତ କରି ତୁରନ୍ତ ଏଠାରୁ ମନ୍ଦିର,ଭଡ଼ା ଦୋକାନ ଗୃହ ଓ ପାର୍କ ଊଠାଇବା ବ୍ୟବସ୍ଥା କରିବାକୁ ଜନ ଦାଵି ହେଉଛି।

---------------

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande