'ଥାର' ଗାଡ଼ି କିଣା ପ୍ରସଙ୍ଗରେ ଦୁର୍ନୀତିଗ୍ରସ୍ତଙ୍କ ବିରୁଦ୍ଧରେ ହେବ କାର୍ଯ୍ୟାନୁଷ୍ଠାନ- ଗଣେଶ ରାମ ସିଂ ଖୁଣ୍ଟିଆ
ଭୁବନେଶ୍ୱର, 17 ଏପ୍ରିଲ୍ (ହି.ସ.)- ବନ ବିଭାଗର ''ଥାର'' ଗାଡ଼ି କିଣା ଦୁର୍ନୀତିକୁ ନେଇ ମତ ରଖିଲେ ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ। ସେ କହିଛନ୍ତି ଯେ, ଦୁର୍ନୀତି କିଏ କରିଛି ଜଣାପଡିଛି। ଏନେଇ ଜଙ୍ଗଲ ବିଭାଗ ତର୍ଜମା ଚଳାଇଛି। ଖୁବଶୀଘ୍ର ସ୍ପଷ୍ଟ
'ଥାର' ଗାଡ଼ି କିଣା ପ୍ରସଙ୍ଗରେ ଦୁର୍ନୀତିଗ୍ରସ୍ତଙ୍କ ବିରୁଦ୍ଧରେ ହେବ କାର୍ଯ୍ୟାନୁଷ୍ଠାନ- ଗଣେଶ       ରାମ ସିଂ ଖୁଣ୍ଟିଆ


ଭୁବନେଶ୍ୱର, 17 ଏପ୍ରିଲ୍ (ହି.ସ.)- ବନ ବିଭାଗର 'ଥାର' ଗାଡ଼ି କିଣା ଦୁର୍ନୀତିକୁ ନେଇ ମତ ରଖିଲେ ଜଙ୍ଗଲ

ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ। ସେ କହିଛନ୍ତି ଯେ, ଦୁର୍ନୀତି କିଏ କରିଛି

ଜଣାପଡିଛି। ଏନେଇ ଜଙ୍ଗଲ ବିଭାଗ ତର୍ଜମା ଚଳାଇଛି। ଖୁବଶୀଘ୍ର ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ।

ଦୁର୍ନୀତି କରିଥିବା ବ୍ୟକ୍ତିଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande