ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ସ୍ମରଣ କଲେ ଜୁଏଲ ଓରାମ
ଭୁବନେଶ୍ୱର, 17 ଏପ୍ରିଲ୍ (ହି.ସ.)- ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ସ୍ମୃତିଚାରଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ମହାନ ଶିକ୍ଷାବିଦ୍ ଏବଂ ପୂର୍ବତନ ରାଷ୍ଟ୍ରପତି, ‘ଭାରତ ରତ୍ନ’ ଡ଼ଃ ସର୍ବପଲ୍ଲୀ
ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ     ସ୍ମରଣ କଲେ ଜୁଏଲ ଓରାମ


ଭୁବନେଶ୍ୱର, 17 ଏପ୍ରିଲ୍ (ହି.ସ.)- ସର୍ବପଲ୍ଲୀ

ରାଧାକୃଷ୍ଣନଙ୍କ ସ୍ମୃତିଚାରଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ଏନେଇ ସୋସିଆଲ ମିଡିଆ

ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ମହାନ ଶିକ୍ଷାବିଦ୍ ଏବଂ ପୂର୍ବତନ ରାଷ୍ଟ୍ରପତି, ‘ଭାରତ

ରତ୍ନ’ ଡ଼ଃ ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ପୁଣ୍ୟତିଥିରେ ତାଙ୍କୁ କୋଟି କୋଟି ନମନ।

ସଶକ୍ତ ଭାରତ ଗଠନ ପାଇଁ

ସମର୍ପିତ ତାଙ୍କର ସମଗ୍ର ଜୀବନ ଆମ ସମସ୍ତଙ୍କ ପାଇଁ ପ୍ରେରଣାର ସ୍ରୋତ ଅଟେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande