ପୁରୀ ଏୟାରପୋର୍ଟ କାମ ଷ୍ଟେଜ-୧ ସ୍ଥିତିରେ ଅଛି- ଜଙ୍ଗଲ ମନ୍ତ୍ରୀ
ଭୁବନେଶ୍ୱର, 17 ଏପ୍ରିଲ୍ (ହି.ସ.)- ପୁରୀ ଏୟାରପୋର୍ଟର ପରିବେଶ ମଞ୍ଜୁରୀ ନେଇ ଜଙ୍ଗଲ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ପୁରୀ ଏୟାରପୋର୍ଟ କାମ ଷ୍ଟେଜ-୧ ସ୍ଥିତିରେ ଅଛି। ଏବେ ଗୁଡ଼ିଏ ଦିଗକୁ ନେଇ ତଦନ୍ତ ଜରାଯାଉଛି। ସବୁ କ୍ଷେତ୍ରର ଲୋକଙ୍କ
ପୁରୀ ଏୟାରପୋର୍ଟ କାମ     ଷ୍ଟେଜ-୧ ସ୍ଥିତିରେ ଅଛି- ଜଙ୍ଗଲ ମନ୍ତ୍ରୀ


ଭୁବନେଶ୍ୱର, 17 ଏପ୍ରିଲ୍ (ହି.ସ.)- ପୁରୀ ଏୟାରପୋର୍ଟର ପରିବେଶ ମଞ୍ଜୁରୀ ନେଇ ଜଙ୍ଗଲ

ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ପୁରୀ ଏୟାରପୋର୍ଟ କାମ

ଷ୍ଟେଜ-୧ ସ୍ଥିତିରେ ଅଛି। ଏବେ ଗୁଡ଼ିଏ ଦିଗକୁ ନେଇ ତଦନ୍ତ ଜରାଯାଉଛି। ସବୁ କ୍ଷେତ୍ରର ଲୋକଙ୍କ

ସହ ପରାମର୍ଶ ନିଆଯାଇ କାମ ହେବ। ଏଥିରେ ସମସ୍ତଙ୍କର ମତ ନିଆଯାଇ କାମ କରାଯିବ। ଏହାକୁ ନେଇ

କମିଟି ଗଠନ କରାଯିବ। ସେ କମିଟିର ବିଚାରକୁ ଆଧାର କରି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି

ମନ୍ତ୍ରୀ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande