କେନ୍ଦ୍ରାପଡା ତହସିଲରେ ବସୁନ୍ଧରା ଯୋଜନାରେ ପଟ୍ଟା ପ୍ରଦାନ
କେନ୍ଦ୍ରାପଡା, ୧୮ ଏପ୍ରିଲ୍ (ହି.ସ.)- ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ବସୁନ୍ଧରା ଯୋଜନାରେ ଭୂମିହୀନଙ୍କୁ ପଟ୍ଟା ପ୍ରଦାନ କରାଯାଉଥିବା ବେଳେ କେନ୍ଦ୍ରାପଡା ତହସିଲରେ ବସୁନ୍ଧରା ଯୋଜନାରେ ଶନିବାର ଦିନ ପଟ୍ଟା ପ୍ରଦାନ କରାଯାଇଛି ।କେନ୍ଦ୍ରାପଡା ତହସିଲଦାର କୁଇନି ଜେନା, ଘାଗରା ଆର୍.ଆଇ. ସର୍କଲ୍ ଅ
କେନ୍ଦ୍ରାପଡାତହସିଲ୍ରେବସୁନ୍ଧରାଯୋଜନାରେ ପଟ୍ଟା ପ୍ରଦାନ ।


କେନ୍ଦ୍ରାପଡା, ୧୮ ଏପ୍ରିଲ୍ (ହି.ସ.)- ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ବସୁନ୍ଧରା ଯୋଜନାରେ ଭୂମିହୀନଙ୍କୁ ପଟ୍ଟା ପ୍ରଦାନ କରାଯାଉଥିବା ବେଳେ କେନ୍ଦ୍ରାପଡା ତହସିଲରେ ବସୁନ୍ଧରା ଯୋଜନାରେ ଶନିବାର ଦିନ ପଟ୍ଟା ପ୍ରଦାନ କରାଯାଇଛି ।କେନ୍ଦ୍ରାପଡା ତହସିଲଦାର କୁଇନି ଜେନା, ଘାଗରା ଆର୍.ଆଇ. ସର୍କଲ୍ ଅନ୍ତର୍ଗତ ଗରଜଙ୍ଗା ଗ୍ରାମର ହରିହର ପଣ୍ଡାଙ୍କ ଧର୍ମପତ୍ନୀ ଭାରତୀ ପଣ୍ଡା ଓ ସମ୍ବର ଜେନାଙ୍କ ପୁଅ ଦୈତାରୀ ଜେନା (ଆମ୍ବପଡା) ଗ୍ରାମର ଦୁଇ ଜଣଙ୍କୁବସୁନ୍ଧରାଯୋଜନାରେ ପଟ୍ଟା ପ୍ରଦାନ କରାଯାଇଛି ।ତହସିଲ୍ଦାର କୁଇନି ଜେନାଙ୍କ ସହ ଅତିରିକ୍ତ ତହସିଲଦାର ସାଗରୀକା ସେଠୀ, ସୁପରଭାଇଜର ଭାସ୍କର ଚନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ରହି ଏହି ବ୍ୟକ୍ତିମାନଙ୍କୁ ପଟ୍ଟା ପ୍ରଦାନ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande