୧୮.୫୮ ଲିଟର ବିଦେଶୀ ମଦ ଜବତ କଲା ସବରଙ୍ଗ ପୋଲିସ
ଭଦ୍ରକ, ୧୮ ଅପ୍ରେଲ (ହି.ସ.) - ସବରଙ୍ଗ ପୋଲିସ ଷ୍ଟେସନ ଏକ ଅବକାରୀ ମାମଲା ଚିହ୍ନଟ କରି ଅଭିଯୁକ୍ତଙ୍କ ପାଖରୁ ୧୮.୫୮୦ ଲିଟର ବିଦେଶୀ ମଦ ଜବତ କରିଛି। ଏହି ସଂକ୍ରାନ୍ତିରେ, ସବରଙ୍ଗ ଥାନା କେସ୍ ନମ୍ବର ୧୨୪/୨୦୨୬, ଓଡ଼ିଶା ଅବକାରୀ ଅଧୂନିୟମର ଧାରା ୫୨(ଏ) ଅନୁଯାୟୀ ପଞ୍ଜୀକୃତ ହୋଇଛି। ଦୁଇଜଣ ଅଭିଯୁକ୍ତଙ
SABARANG POLICE MADA JABAT


ଭଦ୍ରକ, ୧୮ ଅପ୍ରେଲ (ହି.ସ.) - ସବରଙ୍ଗ ପୋଲିସ ଷ୍ଟେସନ ଏକ ଅବକାରୀ ମାମଲା ଚିହ୍ନଟ କରି ଅଭିଯୁକ୍ତଙ୍କ ପାଖରୁ ୧୮.୫୮୦ ଲିଟର ବିଦେଶୀ ମଦ ଜବତ କରିଛି। ଏହି ସଂକ୍ରାନ୍ତିରେ, ସବରଙ୍ଗ ଥାନା କେସ୍ ନମ୍ବର ୧୨୪/୨୦୨୬, ଓଡ଼ିଶା ଅବକାରୀ ଅଧୂନିୟମର ଧାରା ୫୨(ଏ) ଅନୁଯାୟୀ ପଞ୍ଜୀକୃତ ହୋଇଛି। ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ଏବଂ ଅଧିକ ତଦନ୍ତ ଜାରି ରହିଛି। ଏହି ଅଂଚଳରେ ବେଆଇନ ମଦ କାରବାର ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଜାରି ରହିବ। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande