ଲୋକ ଭବନର ସୁରକ୍ଷା ନେଇ ରାଜ୍ୟପାଳଙ୍କ ସହ ଆଲୋଚନା କଲେ ପୁଲିସ କମିଶନର
ଭୁବନେଶ୍ୱର, ୧୮ ଏପ୍ରିଲ (ହି.ସ.)- ପୁଲିସ କମିଶନର ଏସ୍. ଦେବ ଦତ ସିଂହ,ଶନିବାର ଦିନ ଲୋକ ଭବନରେ ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟିଙ୍କୁ ସାକ୍ଷାତ୍ କରିଥିଲେ। ଆଲୋଚନାରେ ବର୍ତମାନ ଲୋକ ଭବନରେ ରହିଥିବା ସୁରକ୍ଷା ଓ ପ୍ରୋଟୋକଲ ବ୍ୟବସ୍ଥା ସହିତ ତାହାର ମୂଲ୍ୟାଙ୍କନ କରି ଆବଶ୍ୟକ ଉନ୍ନତି କରିବାର ପ୍ର
gdhjyjk


ଭୁବନେଶ୍ୱର, ୧୮ ଏପ୍ରିଲ (ହି.ସ.)- ପୁଲିସ କମିଶନର ଏସ୍. ଦେବ ଦତ ସିଂହ,ଶନିବାର ଦିନ ଲୋକ ଭବନରେ ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟିଙ୍କୁ ସାକ୍ଷାତ୍ କରିଥିଲେ।

ଆଲୋଚନାରେ ବର୍ତମାନ ଲୋକ ଭବନରେ ରହିଥିବା ସୁରକ୍ଷା ଓ ପ୍ରୋଟୋକଲ ବ୍ୟବସ୍ଥା ସହିତ ତାହାର ମୂଲ୍ୟାଙ୍କନ କରି ଆବଶ୍ୟକ ଉନ୍ନତି କରିବାର ପ୍ରୟୋଜନୀୟତା ବିଷୟରେ ଚର୍ଚ୍ଚା ହୋଇଥିଲା। ଲୋକ ଭବନ ପରିସରର ସୁରକ୍ଷା ପାଇଁ ନୂତନ ଟେକ୍ନୋଲୋଜିର ବ୍ୟବହାର ଓ ସମ୍ପୂର୍ଣ୍ଣ ପ୍ରୋଗ୍ରାମ ଏବଂ ପ୍ରୋଟୋକଲ ପରିଚାଳନା ପାଇଁ ପର୍ଯ୍ୟାପ୍ତ ମାନବସମ୍ବଳର ଆବଶ୍ୟକତା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande