
ଭୁବନେଶ୍ୱର, 18 ଏପ୍ରିଲ୍ (ହି.ସ.)- ସାକ୍ଷୀଗୋପାଳ ବରାଳ ବାଲୁଙ୍କେଶ୍ୱର ମନ୍ଦିରକୁ ବୋମା
ଧମକ ମିଳିଛି । ମନ୍ଦିର ସେବାୟତଙ୍କୁ ଅଜଣା ନମ୍ବରରୁ ଧମକପୂର୍ଣ୍ଣ ମେସେଜ ଆସିବା ପରେ ଆତଙ୍କ
ସୃଷ୍ଟି ହୋଇଛି । ୫୦ ଲକ୍ଷ ଟଙ୍କା ଫୋନ୍ ପେ'ରେ ନ ପଠାଇଲେ
ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା