ବିଶାଳ ଜନ ଆକ୍ରୋଶ ମହିଳା ପଦଯାତ୍ରା ଆଜି
ଭୁବନେଶ୍ୱର, ୨୨ଏପ୍ରିଲ (ହି.ସ.) ରାଜ୍ୟ ବିଜେପି ତରଫରୁ ବିରୋଧି ଦଳ ମାନଙ୍କ ମହିଳା ବିରୋଧୀ ଆଭିମୁଖ୍ୟ ପୋଷଣ ତଥା ନାରୀ ଶକ୍ତି ବନ୍ଦନ ଅଧିନିୟମ ବିରୋଧରେ ଭୋଟ ଦେବାକୁ ବିରୋଧ କରି ଏକ ବିଶାଳ ଜନ ଆକ୍ରୋଶ ମହିଳା ପଦଯାତ୍ରା ଆଜି ବୁଧବାର ଅପରାହ୍ନ ୩ ଘଟିକା ସମୟରେ ପ୍ରଦର୍ଶନୀ ପଡିଆରୁ ଆରମ୍ଭ ହୋଇ ଲୋ
ବିଶାଳ ଜନ ଆକ୍ରୋଶ ମହିଳା ପଦଯାତ୍ରା ଆଜି


ଭୁବନେଶ୍ୱର, ୨୨ଏପ୍ରିଲ (ହି.ସ.) ରାଜ୍ୟ ବିଜେପି ତରଫରୁ ବିରୋଧି ଦଳ ମାନଙ୍କ ମହିଳା ବିରୋଧୀ ଆଭିମୁଖ୍ୟ ପୋଷଣ ତଥା ନାରୀ ଶକ୍ତି ବନ୍ଦନ ଅଧିନିୟମ ବିରୋଧରେ ଭୋଟ ଦେବାକୁ ବିରୋଧ କରି ଏକ ବିଶାଳ ଜନ ଆକ୍ରୋଶ ମହିଳା ପଦଯାତ୍ରା ଆଜି ବୁଧବାର ଅପରାହ୍ନ ୩ ଘଟିକା ସମୟରେ ପ୍ରଦର୍ଶନୀ ପଡିଆରୁ ଆରମ୍ଭ ହୋଇ ଲୋଏର ପିଏମଜିଠାରେ ସମାପ୍ତ ହେବ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande