ମହିଳା ସଂରକ୍ଷଣ ବିଲ୍ ନାଁରେ ଭ୍ରମିତ କରାଯାଉଛି : କଂଗ୍ରେସ
Misleading to people
ମହିଳା ସଂରକ୍ଷଣ ବିଲ୍ ନାଁରେ ଭ୍ରମିତ କରାଯାଉଛି : କଂଗ୍ରେସ


ମହିଳା ସଂରକ୍ଷଣ ବିଲ୍ ନାଁରେ ଭ୍ରମିତ କରାଯାଉଛି : କଂଗ୍ରେସ

ଝାରସୁଗୁଡା , 22 ଏପ୍ରିଲ୍ (ହି.ସ.): ମହିଳା ସଂରକ୍ଷଣ ବିଲ ନାଁରେ ଦେଶବାସୀଙ୍କୁ ଧୀଙ୍କୁ ଭ୍ରମିତ କରାଯା ଉଥିବା ନେଇ ଝାରସୁଗୁଡା ଜିଲା କଂଗ୍ରେସ କମିଟି ପକ୍ଷରୁ ଜିଲା କାର୍ଯ୍ୟାଳୟରେ ଅନଷ୍ଠିତ ପ୍ରେସବାତ୍ତାରେ କଂଗ୍ରେସ ନେତା ପ୍ରକାଶ କରିଛନ୍ତି। ଯଦି ୨୦୧୧ ଜନ ଜନଗଣନା ଅନୁସାରେ ମହିଳା ସଂରକ୍ଷଣ କରିବାର ଥୂଲା ନାରୀଶକ୍ତି ବନ୍ଦନ ଅଧୂନୟମ' ନାମରେ ସେପ୍ଟେମ୍ବର ୨୦୨୩ରେ )ରେ ପାରିତ ହୋଇଥିବା ଆଇନ ୨୦୨୪ ନିର୍ବାଚନରେ କାର୍ଯ୍ୟକାରୀ କରାଗଲାନି କାହିଁକି ? ଏବର ୫୪୩ ଆସନରୁ ଏକ ତୃତୀୟାଂଶ ଅର୍ଥାତ ୧୮୧ ଜଣ ମହିଳାଙ୍କୁ ଲୋକସଭାରେ ଦେଖୂବ।ରୁ ଦେଶବାସୀଙ୍କୁ କିଏ ବଞ୍ଚିତ କରିଛି ବୋଲି କଂଗ୍ରେସ ନେତା ପ୍ରଶ୍ନ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ବାଚସ୍ପତି କିଶୋର ପଟେଲ ଓ ଅନ୍ୟ ମାନେ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande