ଉଷ୍ମପ୍ରବାହ ପାଇଁ ୨୫ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା
ଜୟପୁର, ୨୨ ଏପ୍ରିଲ୍ (ହି.ସ.) - କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଆଜି ଜିଲ୍ଲାର ସମସ୍ତ ଘରୋଇ ଓ ସରକାରୀ ସ୍କୁଲ କଲେଜକୁ ପରବର୍ତୀ ସୂଚନା ପର୍ଯ୍ୟନ୍ତ ୨୩ ଏପ୍ରିଲରୁ ୨୫ ଏପ୍ରିଲ ପର୍ଯ୍ୟନ୍ତ ଭାରତ ପାଣିପାଗ ବିଭାଗ ସତର୍କ ସୂଚନା ମୁତାବକ ଛୁଟି ଘୋଷଣା କରିଛନ୍ତି । ଶିଶୁ ବାଟିକା ଠାରୁ ୧୨ କ୍
ଉଷ୍ମପ୍ରବାହ ପାଇଁ ୨୫ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା


ଜୟପୁର, ୨୨ ଏପ୍ରିଲ୍ (ହି.ସ.) - କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଆଜି ଜିଲ୍ଲାର ସମସ୍ତ ଘରୋଇ ଓ ସରକାରୀ ସ୍କୁଲ କଲେଜକୁ ପରବର୍ତୀ ସୂଚନା ପର୍ଯ୍ୟନ୍ତ ୨୩ ଏପ୍ରିଲରୁ ୨୫ ଏପ୍ରିଲ ପର୍ଯ୍ୟନ୍ତ ଭାରତ ପାଣିପାଗ ବିଭାଗ ସତର୍କ ସୂଚନା ମୁତାବକ ଛୁଟି ଘୋଷଣା କରିଛନ୍ତି । ଶିଶୁ ବାଟିକା ଠାରୁ ୧୨ କ୍ଲାସ ଯାଏ ଙ୍କ ପାଇ ଛୁଟି ଘୋଷଣା କରାଯାଇଛି । ଏହି ସମୟ ଭିତରେ ସ୍କୁଲ କଲେଜ ଶିକ୍ଷକ ଶିକ୍ଷୟତ୍ରୀ କର୍ମଚାରୀ ଅନୁଷ୍ଠାନରେ ଉପସ୍ଥିତ ରହିବେ ବୋଲି ନିର୍ଦ୍ଦେଶ ରହିଛି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande