ଯୁବତୀ ନିଖୋଜ : ସଦର ଥାନାରେ ମାମଲା ରୁଜୁ
ଜୟପୁର, ୨୨ ଏପ୍ରିଲ୍(ହି.ସ.) – ଜୟପୁର ସଦରଥାନା ଅନ୍ତର୍ଗତ ସଲପା ଗ୍ରାମର ଜଣେ ଯୁବତୀ ଆନ୍ଧ୍ରକୁ କାମ କରିବାକୁ ଯିବି କହି ଗତ ୧୮ ତାରିଖରୁ ନିଖୋଜ ହୋଇଥିବା ନେଇ ସଦରଥାନାରେ ଏକ ମାମଲା ରୁଜୁ ହୋଇଛି। ପୁଲିସ ସୂଚନା ଅନୁଯାୟୀ ଗତ ୧୮ ତାରିଖରେ ଯୁବତୀ ଜଣକ ସଲପା ଗ୍ରାମର କିଛି ଯୁବତୀ ଏବଂ ପଡୋଶୀ ଗ୍ରାମର
ନିର୍ମାଣଧିନ ଘରୁ ମୋଟର ଚୋରି


ଜୟପୁର, ୨୨ ଏପ୍ରିଲ୍(ହି.ସ.) – ଜୟପୁର ସଦରଥାନା ଅନ୍ତର୍ଗତ ସଲପା ଗ୍ରାମର ଜଣେ ଯୁବତୀ ଆନ୍ଧ୍ରକୁ କାମ କରିବାକୁ ଯିବି କହି ଗତ ୧୮ ତାରିଖରୁ ନିଖୋଜ ହୋଇଥିବା ନେଇ ସଦରଥାନାରେ ଏକ ମାମଲା ରୁଜୁ ହୋଇଛି। ପୁଲିସ ସୂଚନା ଅନୁଯାୟୀ ଗତ ୧୮ ତାରିଖରେ ଯୁବତୀ ଜଣକ ସଲପା ଗ୍ରାମର କିଛି ଯୁବତୀ ଏବଂ ପଡୋଶୀ ଗ୍ରାମର କିଛି ଯୁବତୀଙ୍କ ସହ ଆନ୍ଧ୍ରକୁ କାମ କରିବାପାଇଁ ଯିବି ବୋଲି ଘରେ କହି ବାହାରିଥିଲେ। ପରିବାର ଲୋକେ ଖୋଜାଖୋଜି କରିବା ପରେ ମଧ୍ୟ କିଛି ଖବର ନମିଳିବାରୁ ଯୁବତୀର ମାସ ସୁକଦେଇ ସମରପା ସଦରଥାନାରେ ଆଜି ଲିଖିତ ଅଭିଯୋଗ ଦେଇଥିଲେ। ଅଭିଯୋଗକୁ ଭିତିକରି ସଦରପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande