ଜିଲ୍ଲାସ୍ତରୀୟ ପୋଷଣ ସପ୍ତାହ ପାଳିତ
ଜିଲ୍ଲାସ୍ତରୀୟ ପୋଷଣ ସପ୍ତାହ ପାଳିତ
ଜିଲ୍ଲାସ୍ତରୀୟ ପୋଷଣ ସପ୍ତାହ ପାଳିତ


ଜିଲ୍ଲାସ୍ତରୀୟ ପୋଷଣ ସପ୍ତାହ ପାଳିତ


ଜିଲ୍ଲାସ୍ତରୀୟ ପୋଷଣ ସପ୍ତାହ ପାଳିତ


ଜିଲ୍ଲାସ୍ତରୀୟ ପୋଷଣ ସପ୍ତାହ ପାଳିତ


ସମ୍ବଲପୁର, ୨୨, ଏପ୍ରିଲ୍ (ହି.ସ.) ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ପରିସରରେ ଜିଲ୍ଲା ସ୍ତରୀୟ ପୋଷଣ ସପ୍ତାହ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ବୈଠକରେ ଜିଲ୍ଲାପାଳ ବୋଳିରାମ ବନ୍ଦର ଅଧ୍ୟକ୍ଷତା କରିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ, ବିଭାଗୀୟ ପ୍ରଶାସନିକ ଅଧିକାରିଣୀ, ଅଙ୍ଗନବାଡି କର୍ମୀ ମାନେ ଯୋଗ ଦେଇଥିଲେ । ବୈଠକରେ ଚଳିତ ଗ୍ରୀଷ୍ମ ପ୍ରବାହ ଜନିତ ସମସ୍ୟାକୁ ଏଡ଼ାଇ ମହିଳା, ଶିଶୁ ଓ ଗର୍ଭବତୀଙ୍କୁ ଯେପରି ପୋଷଣ ଯୁକ୍ତ ଖାଦ୍ୟ ସହ ପ୍ରତିଷେଧକ ଔଷଧ ବିତରଣ କରାଯାଇପାରିବ ସେ ସମ୍ପର୍କରେ ଗୁରୁତ୍ୱାରୋପ କରାଯାଇଥିଲା । ଏହି ଅବସରରେ ଦେଖାଯାଉଥିବା ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ଦିଗରେ ବିସ୍ତୃତ ଆଲୋଚନା କରାଯାଇଥିଲା ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande